ଜ୍ଞାନବାପୀ ମାମଲାରେ ମୁସଲିମ୍ ପକ୍ଷକୁ ଝଟକା, ଜାରି ରହିବ ଏଏସଆଇ ସର୍ଭେ
ବାରଣାସୀ: ଜ୍ଞାନବାପୀ ମସଜିଦ୍ ମାମଲାରେ ମୁସଲିମ୍ ପକ୍ଷକୁ ଝଟକା। ବାରଣାସୀର ଜ୍ଞାନବାପୀ ମସଜିଦକୁ ନେଇ ଆଜି ଆହ୍ଲାବାଦ ହାଇକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି। ଆହ୍ଲାବାଦ ହାଇକୋର୍ଟ ମାମଲାର ଶୁଣାଣି କରି ମୁସଲମାନ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଆର୍କୋଲୋଜିକାଲ୍ ସର୍ଭେ…