ବର୍ଷା ଭୟ କମିଲା ହେଲେ ବଢିଲା ବନ୍ୟା ଭୟ: ହୀରାକୁଦ ଖୋଲିଲା ଆଉ ଦୁଇ ଗେଟ
ଭୁବନେଶ୍ୱର: ରାଜ୍ୟକୁ ଟଳିଛି ବଡ ବର୍ଷା ଭୟ । ହେଲେ ବଢିଛି ବନ୍ୟା ଭୟ । ତିନିଦିନ ଧରି ଲଗାଣ ବର୍ଷା ଫଳରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବେଶ କରିଛି । ଫଳରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ତଳିଆ ଅଞ୍ଚଳ ବର୍ଷା ଜଳରେ ବୁଡି ରହିଥିବାବେଳେ ଏପଟେ ଫୁଲୁଛି ନଦୀ । ତେବେ…