Latest Odisha News

BREAKING NEWS

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଚାରିଆଡ଼େ ବର୍ଷାର ତାଣ୍ଡବ। ଆଜି ସକାଳଠାରୁ ରାଜଧାନୀରେ ସମେତ ଉପକୂଳ ଓଡିଶା ତଥା ପାର୍ଶ୍ୟବର୍ତ୍ତୀ ଅଞ୍ଚଳରେ ଝିପିଝିପି ବର୍ଷା ଲାଗିରହିଛି। ଆଗାମୀ ୩ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।…

କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ତୃତୀୟ ପର୍ଯ୍ୟାୟରେ ମିଳିବ ୫୬ କୋଟି ଟଙ୍କାର ବୋନସ୍‌ ଓ…

ଭୁବନେଶ୍ୱର: ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା ଦ୍ୱାରା ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ। ଏହି ବୋନସ୍‌ ଓ…

ଆଳିରେ ଶିଆଳ ଆତଙ୍କ: ୨୭ ଜଣ ଆକ୍ରମଣର ଶିକାର, ଲୋକେ ଭୟଭୀତ

କେନ୍ଦ୍ରାପଡ଼ା: ଘରେ ଘରେ ପଶି ଲୋକଙ୍କୁ କାମୁଡି ମାଂସ ଖାଇଉଛି ଶିଆଳ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ରକ୍ତ ପିପାସୁ ଶିଆଳ। ସ୍ଥାନୀୟରେ କୋକୁଆ ଭୟ ସୃଷ୍ଟି କରୁଛି ଶିଆଳ। ସାନ୍ଧ୍ୟ ହେଲେ ଗାଁରେ ପଡୁଛି ତାଟି କବାଟ। ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି।…

ଏସିଆ କପ: ସେପ୍ଟେମ୍ବର ୨ରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟରେ ଭାରତ-ପାକିସ୍ତାନ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଇଏସପିଏନ ରିପୋର୍ଟ ଅନୁସାରେ ପାକିସ୍ତାନ କ୍ରିକେଟ ବୋର୍ଡ ନୂତନ କାର୍ଯ୍ୟସୂଚୀ ଏସିସିକୁ ପଠେଇ ଦେଇଛି । ରିପୋର୍ଟ ଅନୁସାରେ ଶ୍ରୀଲଙ୍କାର କାଣ୍ଡିରେ ସେପ୍ଟେମ୍ବର ୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ…

ଫ୍ୟାନ ଉପରେ ଝୁଲୁଥିବା ୭ ଫୁଟର ଢମଣା ସାପ ଉଦ୍ଧାର

ପୁରୀ: ସାକ୍ଷୀ ଗୋପାଳ ଅନ୍ତର୍ଗତ ଜୟପୁର ଗ୍ରାମର ଏସ.କେ କରଙ୍କ ଘରେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ଦଶଟା ବେଳେ ଡ୍ରଇଂ ରୁମରେ ପଙ୍ଖା ଚଳେଇବା ପାଇଁ ସୁଇଚ ଅନ୍ କରିବା ମାତ୍ରେ ଚମକି ପଡିଲେ। ପଙ୍ଖା ବୁଲିଲା ସତ, ହେଲେ ପଙ୍ଖା ଉପରେ ଏବଂ ଛାତ ତଳେ ଯାଇଥିବା ବିଜୁଳି ତାର କେଶିଂ ଉପରେ ଝୁଲି…

ସାବଧାନ ! ପାର୍ସଲ ନାଁରେ ଲୋକଙ୍କୁ ଠକୁଛନ୍ତି ସାଇବର ଠକ, ସତର୍କତା ଜାରି କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ସାବଧାନ! ସାଇବର ଠକଙ୍କ ନୂଆ ତରିକା। ପାର୍ସଲ ନାଁରେ ଲୋକଙ୍କୁ ଠକୁଛନ୍ତି ସାଇବର ଠକ। ଏନେଇ ଓଡିଶା ପୋଲିସର ସତର୍କତା ଜାରି କରାଯାଇଛି। ଲୋକଙ୍କୁ ସାବଧାନ ହେବାକୁ ଟ୍ବିଟର ଜରିଆରେ ଓଡ଼ିଶା ପୋଲିସ ସତର୍କ କରାଇଛି। ଓଡ଼ିଶା ପୋଲିସ କହିବା ଅନୁଯାୟୀ, ଯଦି କୌଣସି କୋରିଅର…

ରାଜଧାନୀର ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଫୁଟ୍ ପାଟ୍ରୋଲିଂ, ଡିସିପିଙ୍କ ନେତୃତ୍ୱରେ ଚଢାଉ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଲିଛି ସେଫ୍ ସିଟି ଡ୍ରାଇଭ୍ ସଙ୍ଗକୁ ମଦ୍ୟପ ଖଟିରେ ଚଢାଉ। ନାଇଟ୍ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରୁ ଲକ୍ଷ୍ନୀସାଗର ଏବଂ ମୈତ୍ରୀ ବିହାରରେ ଅଞ୍ଚଳରେ ଚାଲିଥିଲା ଫୁଟ୍ ପାଟ୍ରୋଲିଂ। ରାଜଧାନୀର ବିଭିନ୍ନ ଛକରେ ଚେକିଂ ଓ ବ୍ଲକିଂ…

ଭାଲୁ ଅକ୍ରମଣରେ ଜଣେ ବନ କର୍ମଚାରୀ ମୃତ, ୩ ଗୁରୁତର

ନୂଆପଡ଼ା: ଭାଲୁ ଅକ୍ରମଣରେ ଚାଲିଗଲା ବନ କର୍ମଚାରୀଙ୍କ ଜୀବନ। ଜଙ୍ଗଲରେ ପାଟ୍ରୋଲିଂ ବେଳେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ଅଛନ୍ତି। ଏପରି ଘଟଣା ଘଟିଛି ନୂଆପଡା ଜିଲ୍ଲା କୋମନା ରେଞ୍ଜରେ। ମୃତକ ହେଲେ ଫରେଷ୍ଟ ୱାଚର ସନ୍ତୋଷ କୁମାର ଡୁଣ୍ଡି। ଜଙ୍ଗଲରେ ପାଟ୍ରୋଲିଂ…

ଏନଏସି ମନ୍ୟତା ଦାବି, ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ

ସୁବର୍ଣ୍ଣପୁର: ଆଜି ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ ପାଳନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରକୁ ଏନଏସି ମାନ୍ୟତା ଦାବିରେ ବନ୍ଦ ଡାକରା ଦେଇଛି ଆପ୍। ଏହାସହ ୧୫ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛି ଆମ୍ ଆଦମୀ ପାର୍ଟି। ଆଜି ସକାଳୁ ସକାଳୁ ଆମ୍ ଆଦମୀ ପାର୍ଟିର…

ହରେକୃଷ୍ଣ ମହତାବ ଗ୍ରନ୍ଥାଗାରଠାରେ ଜାତୀୟ ପଠନ ମାସ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୪ ସ୍ଥିତ ହରେକୃଷ୍ଣ ମହତାବ ଗ୍ରନ୍ଥାଗାରଠାରେ ଜାତୀୟ ପଠନ ମାସ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଜାତୀୟ ପାଠାଗାର ଆନ୍ଦୋଳନର ପୁରୋଧା ତଥା କେରଳ ରାଜ୍ୟ ପାଠାଗାର ଆନ୍ଦୋଳନର ଜନକ ପିଏନ ପାନିକରଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଜାତୀୟ ପଠନ ମାସ ରୂପେ ପାଳନ…