Latest Odisha News

BREAKING NEWS

ନୋଏଡାରୁ ୩.୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଗିରଫ ଅଭିଯୁକ୍ତ ମଧ୍ୟରେ ଜଣେ ଓଡ଼ିଆ

ନୂଆଦିଲ୍ଲୀ: ସୋମବାର ନୋଏଡ଼ାରେ ସାଢ଼େ ୩ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଓଡ଼ିଶାର ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଆନ୍ଧ୍ରପ୍ରଦେଶରୁ ଏହି ଗଞ୍ଜେଇ ରାଜଧାନୀ ଦିଲ୍ଲୀକୁ ଚାଲାଣ ହେଉଥିଲା। ଇନ୍ଦ୍ରଜିତ ସେନାପତି ନାମକ ବ୍ୟକ୍ତିଙ୍କ ସହ ତାଙ୍କ ସହଯୋଗୀ ପଶ୍ଚିମବଙ୍ଗର ପରିତୋଷଙ୍କୁ…

ରାଞ୍ଚି କୋର୍ଟରେ ହାଜର ହେଲେ ଅମିଷା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ଫିଲ୍ମ ‘ଗଦର-୨’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ବହୁ ବର୍ଷ ହେଲାଣି ତାଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳି ନ ଥିଲା । ଆଗକୁ ସେ ଫିଲ୍ମ ‘ଗଦର-୨’ରେ ନଜର ଆସିବେ । କିନ୍ତୁ ଅମିଷାଙ୍କ ବିରୋଧରେ ଚେକ ବାଉନ୍ସ ମାମଲା ଚାଲିଛି । ଯାହାକୁ ନେଇ ସେ…

ବାହୁବଳୀ, ଆରଆରଆରଠାରୁ ଆହୁରି ଭବ୍ୟ ହେବ ରାଜମୌଲୀଙ୍କ ପରବର୍ତୀ ଫିଲ୍ମ

ମାଡ୍ରାସ: ଲୋକପ୍ରିୟ ଫିଲ୍ମ ନିର୍ମାତା ଏସଏସ ରାଜମୌଲୀ ଓ ମହେଶ ବାବୁଙ୍କ ଆଗାମୀ ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟ ଏବେଠାରୁ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଲାଣି । ସ୍କ୍ରିପ୍ଟ ରାଇଟର କେଭି ବିଜୟେନ୍ଦ୍ର ପ୍ରସାଦ କହିଛନ୍ତି ଏହି ପ୍ରୋଜେକ୍ଟ ବାହୁବଳୀ ଓ ଆରଆରଆରଠାରୁ ଆହୁରି ଭବ୍ୟ ହେବ ।…

ଆବୁଧାବୀରେ ପ୍ରତିଷ୍ଠା ହେବ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ

ନୂଆଦିଲ୍ଲୀ: ଆବୁଧାବୀରେ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠା ହେବ । ସୋମବାର ଆଇଆଇଟି ଦିଲ୍ଲୀ ଠାରେ ୟୁଏଇର ପ୍ରାଥମିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସାରା ମୁସଲ୍ଲମଙ୍କୁ ସାକ୍ଷାତ୍ କରିବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ…

‘୧୨ ବର୍ଷରେ ଓଡ଼ିଶାର ଚାଷୀଙ୍କଠୁ ଅନେକ ଜମି କିିଣି ନେଇଛନ୍ତି ଦକ୍ଷିଣ ଭାରତର କଣ୍ଟ୍ରାକ୍ଟର’

ଭଦ୍ରକ: ରାଜ୍ୟ ସରକାର ଦକ୍ଷିଣ ଭାରତର କମ୍ପାନୀକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି। ଆଉ ଏହି କମ୍ପାନୀମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଚାଷୀଙ୍କ ଜମି କିଣି ନେଇଛନ୍ତି। ଏହା କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଚାନ୍ଦବାଲିରେ ଏକ ଦଳୀୟ କାର୍ଯ୍ୟକ୍ରମକୁ ଉଦବୋଧନ ଦେବା ବେଳେ ସେ…

ଝିଅ ସହ ପ୍ରଥମଥର ବିମାନ ଯାତ୍ରା କଲେ ବିପାଶା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ବିପାଶା ବସୁ ବିବାହର ୬ ବର୍ଷ ପରେ ମାଆ ହୋଇଛନ୍ତି । ତେଣୁ ଅଭିନୟ ଦୁନିଆରୁ ଦୂରେଇ ରହି ନିଜ ଝିଅ ଦେବୀକୁ ସମୟ ଦେଉଛନ୍ତି । ଏବେ ସେ ତାଙ୍କ ଝିଅକୁ ନେଇ ପ୍ରଥମଥର ବିମାନ ଯାତ୍ରା କରିଛନ୍ତି । ଏହାକୁ ନେଇ ଉଭୟ ବିପାଶା ଓ କରଣ ସିଂ ଗ୍ରୋଭର ବହୁତ ଖୁସି ଥିବା ନଜର…

ୱିମ୍ବେଲଡନ: ତୃତୀୟ ରାଉଣ୍ଡରେ ବୋପାନ୍ନା-ଏବଡେନ

ଲଣ୍ଡନ: ଚଳିତ ୱିମ୍ବେଲଡନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ୪୩ ବର୍ଷୀୟ ରୋହନ ବୋପାନ୍ନା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ପୁରୁଷ ଡବଲ୍ସରେ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସୋମବାର ଦ୍ୱିତୀୟ ରାଉଣ୍ଡରେ ସେମାନେ ବ୍ରିଟେନର ୱାଇଲ୍ଡ…

ଏମିତି ହୋଟେଲ: ଯେଉଁଠି ଥାଳିରେ ନୁହେଁ , ମହିଳାଙ୍କ ଉଲଗ୍ନ ଶରୀର ଉପରେ ପରଷା ଯାଏ ଖାଦ୍ୟ

ଜାପାନ: ସାଧାରଣତଃ ଆମେ କଦଳୀ ପତ୍ରଠାରୁ ଆରମ୍ଭ କରି ମାଟିପାତ୍ର,ଷ୍ଟିଲ, ପିତଳ ପାତ୍ରରେ ଖାଦ୍ୟ ଖାଇଥାଉ । କିନ୍ତୁ ବିଭିନ୍ନ ହୋଟେଲରେ ଖାଦ୍ୟ ପରଷିବାର ଶୈଳୀ ପୁରା ଭିନ୍ନ ହୋଇଥାଏ । ଯାହାର ପରଷିବା ଶୈଳୀ ଯେତେ ଆକର୍ଷଣୀୟ ହୁଏ ସେଠାରେ ଲୋକଙ୍କ ଭିଡ଼ ଜମିଥାଏ । କିନ୍ତୁ ଜାପାନରେ ଏମିତି ହୋଟେଲ…

ମାଲକାନଗିରିରେ ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କଲା ବିଏସଏଫ

ମାଲକାନଗିରି : ଜିଲ୍ଲାରେ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ବିଏସଏଫ ଯବାନ। ମାଲକାନଗିରି ବିଏସ୍ଏଫ୍ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ବିଏସ୍ଏଫ୍ ଯବାନମାନେ ଗୋମଫାକୋଣ୍ଡା ସଂରକ୍ଷିତ ଜଙ୍ଗଲର ସାଧାରଣ ଅଞ୍ଚଳରେ…

ଗୋଟେ ମିନିଟ୍‌କୁ ଗୋଟେ କୋଟି ଟଙ୍କା ପାରିଶ୍ରମିକ ନିଅନ୍ତି ଉର୍ବଶୀ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତଲା ଅଧିକାଂଶ ସମୟ ନିଜର ପ୍ରଫେସନ ବା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ସବୁଠାରୁ ମହଙ୍ଗା ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ଏବେ ସେ ଫିଲ୍ମର ଆଇଟମ୍ ଡ଼୍ୟାନ୍ସ ପାଇଁ ଅଧିକ ଚାର୍ଜ କରୁଛନ୍ତି । ସେ ଅନେକ ଶୋ’ରେ ବିଚାରକ…