Latest Odisha News

BREAKING NEWS

ନିର୍ଯାତନା ଅଭିଯୋଗ, ବିଜେଡି ବିଧାୟକଙ୍କ ବିରୋଧରେ ଥାନାରେ ଫେରାଦ ହେଲେ ସଂଯୁକ୍ତା

ପୁଣି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି କ୍ୟାପିଟାଲ ଥାନାର ଦ୍ବାରସ୍ଥ ହୋଇଛନ୍ତି ଦଳୀୟ ନେତ୍ରୀ ସଂଯୁକ୍ତା ମହଲା। ଗତ ଏପ୍ରିଲ ମାସରେ ଏ ନେଇ ପ୍ରଥମେ ଅଭିଯୋଗ କରିଥିଲେ, ଏହାପରେ ସୋମବାର ଭୁବନେଶ୍ୱରର…

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ କୋହଲି ଭାଙ୍ଗି ପାରନ୍ତି ଅନେକ ରେକର୍ଡ

ନୂଆଦିଲ୍ଲୀ: ଭାରତ-ୱେଷ୍ଟଇଣ୍ଡିଜ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ବୁଧବାର(୧୨ ଜୁଲାଇ)ଠାରୁ ଆରମ୍ଭ ହେବ । କୋହଲିଙ୍କ ପ୍ରଦର୍ଶନ ୱେଷ୍ଟଇଣ୍ଡିଜରେ ଭଲ ରହିଛି । ସେ ୯ ଟେଷ୍ଟରେ ୩୫.୬୧ ଆଭରେଜରେ ୪୬୩ ରନ କରିଛନ୍ତି । ସର୍ବାଧିକ ସ୍କୋର ୨୦୦ ରହିଛି । ସେହିପରି ଦିନିକିଆରେ ୧୮ ମ୍ୟାଚରେ…

ପୁଅ ହସ୍ପିଟାଲରେ, ଦୀପିକା ଓ ତାଙ୍କ ସ୍ୱାମୀ ଭଡ଼ା ଘରେ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କର ଗତ ଜୁନ ୨୧ ତାରିଖରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହାକୁ ନେଇ ଦୀପିକା ଓ ତାଙ୍କ ସ୍ୱାମୀ ସୋଏବ ଖୁସି ହେବା ସହ ଉଭୟଙ୍କ ପରିବାରରେ ଆନନ୍ଦ ଦେଖାଦେଇଥିଲା । କିନ୍ତୁ ତାଙ୍କର ପ୍ରିମେଚୋର ଡେଲିଭରୀ ହୋଇଥିବାରୁ ତାଙ୍କ…

ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପର ଚାଲିଛି ମାଟି ପରୀକ୍ଷା, ମାସକ ମଧ୍ୟରେ ରିପୋର୍ଟ ଦାଖଲ କରିବ ଡିଏମଆରସି

ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ଓ କଟକର ତ୍ରିଶୁଳିଆ ମଧ୍ୟରେ ପ୍ରସ୍ତାବିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ (ଡିଏମ୍ଆରସି) ଜିଓ ଟେକ୍ନିକାଲ ସର୍ବେକ୍ଷଣ ଆରମ୍ଭ କରିଛି। ମେଟ୍ରୋ ରେଳର ଯେଉଁଠୁ ନିର୍ମାଣ କାମ କରାଯିବ, ସେହି ଅଞ୍ଚଳର ମାଟିର…

ଠେଲି କରି ଟ୍ରେନ ଷ୍ଟାର୍ଟ କଲେ ଯବାନ, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳୁଛି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଗର୍ବ ବି କରିବେ । ଭାରତୀୟ ସେନାର ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଯବାନମାନେ ଠେଲି ଠେଲି ଏକ…

ଧାର୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଉତ୍ତରକାଶୀ ଜଗନ୍ନାଥ ମନ୍ଦିରର ଉନ୍ନତୀକରଣ ହେବ-କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର:ଉତ୍ତରକାଶୀରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ କରିବା ନେଇ  ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହିତ ଏହି ମନ୍ଦିରର ନୀତିକାନ୍ତି କିପରି ସୂଚାରୁ ରୂପେ ହେବ…

ଉଲଗ୍ନ ପଡ଼ୋଶୀ ଭାବେ ପରିଚିତ ଥିଲେ ମହିଳା, ନିଜେ ସତ ଜାଣିଲା ପରେ ଲଜ୍ଜିତ ହେଲେ

ନ୍ୟୁୟର୍କ: ଅନେକ ସମୟରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଏମିତି ଘଟଣା ଘଟିଥାଏ, ଯାହା ସେମାନଙ୍କୁ ନିଜଅ ଅଜାଣତରେ ଅନ୍ୟମାନଙ୍କ ଆଗରେ ଛୋଟ କରିଦିଏ । ଅନେକଙ୍କ ଜୀବନରେ ଏମିତି ଘଟଣା ଘଟୁଥିବାର ନଜିର ଅଛି । ସେହିଭଳି ଏକ ଘଟଣା ଘଟିଛି ଆମେରିକାର ଏକ ମହିଳାଙ୍କ କ୍ଷେତ୍ରରେ । ତେବେ…

ବଜ୍ରପାତ ନେଲା ୪ ଜୀବନ; ବାପାଙ୍କ ଆଖି ସାମ୍ନାରେ ଚାଲିଗଲେ ପତ୍ନୀ ଆଉ ପୁଅ

ଭୁବନେଶ୍ୱର: ରାଜ୍ୟର ୨ଟି  ପୃଥକ ସ୍ଥାନରେ ଆଜି ବଜ୍ରପାତ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି   । ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଥିବାବେଳେ ଜଣେ ୯ମ ଶ୍ରେଣୀ ଛାତ୍ର ଅଛନ୍ତି । ଏହାବ୍ୟତୀତ  ୨ ଜଣ  ଗୁରୁତର ହୋଇପଡିଛନ୍ତି।   ଅନୁଗୋଳ ଜିଲ୍ଲାରେ ବଜ୍ରପାତ ଘଟି ୨ ଜଣ ମହିଳାଙ୍କର ମୃତ୍ୟୁ…

ଲାଞ୍ଚ ନେଉଥିଲେ ଅମିନ; ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ  ସରକାରୀ କର୍ମଚାରୀ। ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ଟିମ । ଏହି ଲାଞ୍ଚୁଆ ବାବୁ ହେଉଛନ୍ତି ବାଲେଶ୍ୱର-ମୟୂରଭଞ୍ଜ ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ  । ନାଁ ତାଙ୍କର  ମାନସ ରଞ୍ଜନ ଦାସ।  ମାନସ ରଞ୍ଜନ ଜଣେ ବ୍ୟକ୍ତିଙ୍କଠାରୁ ସୋମବାର ୬ ହଜାର…

ଅଡିଓ ବାର୍ତ୍ତା ପରେ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କଲ୍ କଲେ ପାଣ୍ଡିଆନ

ଅନୁଗୁଳ:ଷ୍ଟେଜ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ଶୁଣାଇଥିଲେ । ଆଜି ସିଧା ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କଲିଂରେ କଥାବାର୍ତ୍ତା ହେଲେ । ଜୁନ ୨୬ରେ ବରଗଡରେ ଅଡିଓ ବାର୍ତ୍ତା ଆଉ ଜୁଲାଇ ୧୦ ତାରିଖରେ ଅନୁଗୁଳରେ ସିଧାସଳଖ ଭିଡିଓ ବାର୍ତ୍ତା ଦେଖାଇ ବିରୋଧୀଙ୍କୁ ଜବାବ ଦେଲେ ଫାଇଭ ଟି…