Latest Odisha News

BREAKING NEWS

ଦର ବୃଦ୍ଧି ବେଳେ ଚାଷ ଜମିରୁ ଦେଢ଼ ଲକ୍ଷ ଟଙ୍କାର ଟମାଟୋ ଚୋରି, ଥାନାରେ ମାମଲା

ବେଙ୍ଗାଲୁରୁ: କିଲୋ ପ୍ରତି ୧୦୦ ଟଙ୍କାରୁ ଅଧିକ ଟମାଟୋ ଦର ବୃଦ୍ଧି ପାଇଥିବା ବେଳେ କର୍ଣ୍ଣାଟକର ହାସନ ଜିଲ୍ଲାରେ କିଛି ଅଜଣା ବ୍ୟକ୍ତି ଏକ ଫାର୍ମରୁ ଦେଢ଼ ଲକ୍ଷ ଟଙ୍କାର ଟମାଟୋ ଚୋରି କରି ଫେରାର ହୋଇଯାଇଛନ୍ତି ବୋଲି ପୁଲିସ ବୁଧବାର କହିଛି। ଗୋନି ସୋମନାହାଲି ଗାଁରେ ଥିବା ଚାଷ ଜମିରେ…

ଅଜିତ କହିଲେ ଏନସିପି ଅଧ୍ଯକ୍ଷ ପଦରୁ ହଟିଲେ ଦାଦା, ଜବାବ ରଖିଲେ ଶରଦ ପାଓ୍ବାର

ମୁମ୍ବାଇ: ବୁଧବାର ଏନସିପିର ଦୁଇ ପାଓ୍ବାର ଗୋଷ୍ଠୀ ଦମ୍ ଦେଖାଇଛନ୍ତି। ଦୁଇ ଗୋଷ୍ଠୀ ଅଲଗା ଅଲଗା ବୈଠକ କରି ଦଳର ୫୩ ବିଧାୟକଙ୍କ ମଧ୍ୟରୁ ସଂଖ୍ଯା ଗରିଷ୍ଠତାର ସମର୍ଥନ ଥିବା ଦାବି କରିଛନ୍ତି। ରବିବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତ ପାଓ୍ବାରଙ୍କ ନେତୃତ୍ୱରେ ଏନସିପିରେ ବିଦ୍ରୋହ…

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଦଳରୁ ବିରାଟ, ରୋହିତ ବାଦ୍; ସଞ୍ଜୁଙ୍କୁ ସୁଯୋଗ

ମୁମ୍ବାଇ: ଭାରତୀୟ ଦଳର ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟେଷ୍ଟ ଏବଂ ଦିନିକିଆ ପାଇଁ ଦଳ ଘୋଷଣା ହୋଇସାରିଛି। ବୁଧବାର ରାତିରେ ଟି -୨୦ ଦଳ ଘୋଷଣା କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୁଣିଥରେ ଯୁବ ଦଳର ନେତୃତ୍ବ ଦିଆଯାଇଛି। ଏଥି ସହିତ ସୂର୍ଯ୍ୟକୁମାର ଯାଦବଙ୍କୁ ଉପ-ଅଧିନାୟକ କରାଯାଇଛି।…

ଆରବିଆଇ ନିଷ୍ପତ୍ତି: ଆଜିଠୁ ବାତିଲ ହେଲା ଦୁଇଟି ବ୍ୟାଙ୍କର ଲାଇସେନ୍ସ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କକୁ ବ୍ୟାଙ୍କ ଗୁଡିକର ମୁଖ୍ୟ ବ୍ୟାଙ୍କ କୁହାଯାଏ। ଭାରତରେ କେବଳ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କ ଆରମ୍ଭ କରିବାକୁ ଅନୁମତି ଦେଇଥାଏ। ଏବଂ ନିୟମର ଅଣଦେଖା କରୁଥିବା ବ୍ୟାଙ୍କକୁ ଚାହିଁଲେ ଆରବିଆଇ ବନ୍ଦ କରିପାରିବାର କ୍ଷମତା ରହିଛି।  ଏକ ପ୍ରମୁଖ ନିଷ୍ପତ୍ତି କ୍ରମେ…

ଏତେ ବଡ଼ ଖଟ, ଯେଉଁଥିରେ ୧୦ ଜଣ ଶୁଅନ୍ତି, ଚଢିବା ପାଇଁ ଲାଗିଛି ସିଡି

ହରିୟାଣା: ସାଧାରଣତଃ ଗୋଟିଏ ଖଟରେ ୪ରୁ ୫ ଜଣ ଶୋଇଥାନ୍ତି । କିନ୍ତୁ ହରିୟାଣାରେ ଏତେ ବଡ଼ ଖଟ ଅଛି, ଯେଉଁଥିରେ ୧୦ ଜଣ ଆରାମରେ ଶୋଇପାରିବେ । ଆଉ ସେହି ଖଟ ଉପରକୁ ଚଢିବା ପାଇଁ ସିଡ଼ି ଲାଗିଛି । ହରିୟାଣାର ନୁହର ପୁଣାନା ବ୍ଲକର ଲୁହିଙ୍ଗକାଲାନ ଗ୍ରାମର ନୁହର ମହମ୍ମଦ ହନିଫ ନାମକ ଜଣେ…

ବିଦ୍ୟୁତ ବଳକା ରାଜ୍ୟ ଓଡ଼ିଶା; ୟୁନିଟ୍ ପିଛା ୭୯ ପଇସା ଅଧିକ ଦେଉଛନ୍ତି ଉପଭୋକ୍ତା

ଭୁବନେଶ୍ୱର: ନିକଟରେ ପାଓ୍ବାର ଫାଇନାନ୍ସ କର୍ପୋରେସନର ଏକ ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି ଯେ ଓଡ଼ିଶାରେ ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ୟୁନିଟ୍ ପିଛା ୭୯ ପଇସା ଅଧିକ ଆଦାୟ କରାଯାଉଛି। ସାରା ଦେଶରେ କାର୍ଯ୍ଯ କରୁଥିବା ସମସ୍ତ ୧୧୭ଟି ବିଦ୍ୟୁତ୍ ବିତରଣ କମ୍ପାନୀର ପ୍ରଦର୍ଶନକୁ ଆଧାର କରି…

ମାଆ ହେଲେ ଅଭିନେତ୍ରୀ ସନା ଖାନ୍

ମୁମ୍ବାଇ: ମାଆ ହେଲେ ବଲିଉଡ଼ ଅଭିନେତ୍ରୀ ସନା ଖାନ୍ । ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ସନା ନିଜେ ସୋସିଆଲ ମିଡ଼ିଆରେ ଏହି ଖୁସି ଖବର ସେୟାର କରିଛନ୍ତି । ଏନେଇ ଉଭୟଙ୍କ ପରିବାର ମଧ୍ୟରେ ଖୁସି ଦେଖାଦେଇଛି । ଏହି ଖବର ପାଇବା ପରେ ତାଙ୍କର ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।…

ବ୍ରହ୍ମପୁରରେ ଦୁଇଟି ପୃଥକ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଘଟିଥିବା ଦୁଇଟି ପୃଥକ ଦୁଷ୍କର୍ମ ମାମଲାରେ ପୁଲିସ ବୁଧବାର ଦୁଇ ଜଣଙ୍କୁ ଗିରଫ କରିଛି। ବ୍ରହ୍ମପୁର ନିକଟସ୍ଥ ହୁଗୁଳାପେଟାର ଜଣେ ବ୍ୟକ୍ତି ଗତ ୨୮ ତାରିଖରେ ଛଅ ବର୍ଷର ଶିଶୁକନ୍ୟାକୁ ଘର ଛାତ ଉପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ବୋଲି ଥାନା ଅଧିକାରୀ…

“ଫିଲ୍ମ ଅପରେସନ ୧୨/୧୭” ର ପୋଷ୍ଟର ଲୋକାର୍ପଣ

ଭୁବନେଶ୍ୱର: ଆଗକୁ ଆସୁଛି ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ "ଅପରେସନ ୧୨/୧୭"ର । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଭୂମିକା ଦାଶ ଏବଂ ଶ୍ରେୟାନ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଚୌଧୁରୀ ଜୟପ୍ରକାଶ ଦାସ, ଅମର ମହାପାତ୍ର, ଦୁଷ୍ମନ୍ତ, ପଙ୍କଜ ମହାନ୍ତି, ଲୋପାମୁଦ୍ରା ଏବଂ…

ଦଇତାପତି ନିଯୋଗର ଦାବି, ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସକୋଡ ହେଉ

ପୁରୀ: ଶ୍ରୀମନ୍ଦିରରେ ସେବାୟତଙ୍କ ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସ୍ କୋଡ୍ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଅନେକ ଭକ୍ତ ଠିକ୍ ଭାବେ ପୋଷାକ ପିନ୍ଧିନଥାନ୍ତି, ଯାହା ଜଗନ୍ନାଥ ସଂସ୍କୃତି ଓ ଅନ୍ୟ ଭକ୍ତଙ୍କ…