Latest Odisha News

BREAKING NEWS

ରତ୍ନଭଣ୍ଡାର ଖୋଲିବା ମାମଲା, ପୁରୀ ଗଜପତି ମହାରାଜାଙ୍କ ସହ ୩ ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ୍

କଟକ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ହୋଇଥିବା ମାମଲାରେ ୪ ଜଣଙ୍କୁ ନୋଟିସ୍ କରିଛନ୍ତି କୋର୍ଟ । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ୩ ଜଣ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି । ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା…

ଗୀତା କପରୁଙ୍କ ଜନ୍ମଦିନ, ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଗୀତା ମାଆ

ମୁମ୍ବାଇ: ଆଜି ପ୍ରସିଦ୍ଧ କୋରିଓଗ୍ରାଫର ଗୀତା କପୁରଙ୍କ ୫୦ତମ ଜନ୍ମଦିନ। ୧୯୭୩ ମସିହା ଜୁଲାଇ ୫ ତାରିଖ ଦିନ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରିରେ ସମସ୍ତଙ୍କ ପ୍ରିୟ ଗୀତା ମାଆଙ୍କ ଯାତ୍ରା ସହଜ ନଥିଲା। ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରରୁ ପ୍ରସିଦ୍ଧ କୋରିଓଗ୍ରାଫର ଯାତ୍ରା…

ଲାଞ୍ଚ ନେଉଥିଲେ ଆରଆଇ; ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ୱର: ଲାଞ୍ଚ ନେବାବେଳେ ଧରାପଡିଲେ ରାଜସ୍ୱ ନିରୀକ୍ଷକ । ୨୫ ହଜାର ଟଙ୍କା ପାଇଁ ଏବେ  ଭିଜିଲାନ୍ସ ଜାଲରେ ପଡିଛନ୍ତି ସରକାରୀ ବାବୁ । ଲାଞ୍ଚ ନେବାବେଳେ  ମାଲକାନଗିରି ତହସିଲ ସିନ୍ଦ୍ରୀମାଳ ଆରଆଇ ସୀମାଞ୍ଚଳ ସାହୁଙ୍କୁ ଧରିଛି ଭିଜିଲାନ୍ସ। ତାଙ୍କଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛି ।…

ରାଜଧାନୀରୁ ଛାତ୍ର ନିଖୋଜ: ଗତକାଲିଠୁ ସ୍କୁଲ ଯାଇ ଘରକୁ ଫେରି ନାହାନ୍ତି

ଭବନେଶ୍ୱର: ରାଜଧାନରୁ ଛାତ୍ର ନିଖୋଜ । ୨ ନାବାଳକ ଛାତ୍ର ସ୍କୁଲ ଯାଇ ନିଖୋଜ ହାଇ ଯାଇଛନ୍ତି  । ଗତକାଲିଠାରୁ ସ୍କୁଲ ଯାଇ ଘରକୁ ଫେରି ନାହାନ୍ତି ଏହି ଦୁଇ ଛାତ୍ର । ପିଲାଙ୍କୁ ଖୋଜି ଆଣିବା ପାଇଁ ପରିବାର ଲାେକେ ଚନ୍ଦକା ଥାନାର ଦ୍ୱାରସ୍ଥ ହୋଇ ନେହୁରା ହୋଇଛନ୍ତି । ନିଖୋଜ ଛାତ୍ର…

ବୌଦ୍ଧରେ ବିଜେପି କର୍ମୀଙ୍କ ନାରା-‘ପାଣ୍ଡିଆନ୍ ଫେରିଯାଅ’

ବୌଦ୍ଧ: ପ୍ରଥମେ ଜଗତସିଂହପୁର, ତା ପରେ ସୁବର୍ଣ୍ଣପୁର ଏବଂ ଆଜି ବୌଦ୍ଧରେ ୫ଟି ସଚିବଙ୍କୁ ବିରୋଧ ।  ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟକର୍ତ୍ତାମାନେ ବୁଧବାର କଳା ପତାକା ପ୍ରଦର୍ଶନ କରି ୫ଟି ସଚିବଙ୍କ ବୌଦ୍ଧ ଗସ୍ତକୁ ବିରୋଧ କରିଛନ୍ତି । ଏଥିସହିତ  ବିଜେପି…

କ୍ରିକେଟର ପ୍ରବୀଣ କୁମାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ମୀରଟ: ଆନ୍ତର୍ଜାତୀୟ କ୍ରିକେଟର ପ୍ରବୀଣ କୁମାରଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦ୍ରୁତ ବେଗରେ ଆସୁଥିବା ଏକ କ୍ୟାଂଟର ତାଙ୍କ ଗାଡି ଦେହରେ ମାଡ ହୋଇଥିଲା । ଭାଗ୍ୟବଶତଃ ପ୍ରବୀଣ ଏବଂ ତାଙ୍କ ପୁଅଙ୍କ କିଛି କ୍ଷତି ହୋଇ ନାହିଁ । କ୍ୟାଂଟର ଚାଳକଙ୍କୁ ଗିରଫ କରାଯାଇଛି । ପ୍ରବୀଣ ତାଙ୍କ…

ଫିଲ୍ମରୁ ବର୍ଷେ ବିରତି ନେବେ ସାମନ୍ଥା

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ ଫିଲ୍ମରୁ ବର୍ଷେ ବିରତି ନେବେ ବୋଲି ନିଷ୍ପତି ନେଇଛନ୍ତି । ଶକୁନ୍ତଳମ ପରେ ସେ ଆକ୍ସନ ପ୍ୟାକେଡ ସ୍ପାଇ ସିିରିଜ ସିଟାଡେଲ ନେଇ ଚର୍ଚ୍ଚାରେ ରହିଛନ୍ତି । ପ୍ରଫେଶନାଲ ଜୀବନରେ ଅତ୍ୟଧିକ ବ୍ୟସ୍ତ ରହିବା ଯୋଗୁ ସେ ତାଙ୍କ…

ଦୁଇ ବସ ମୁହାଁମୁହିଁ ଧକ୍କା; ଡ୍ରାଇଭରଙ୍କ ସମେତ ୧୬ ଆହତ

ବାଲେଶ୍ୱର: ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ବସ ମୁହାଁମିହିଁ ଧକ୍କା । ଉଭୟ ଗାଡିର ଡ୍ରାଇଭର ଗୁରୁତର । ସୋମାନଙ୍କୁ ମିଶାଇ ମୋଟ ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିଛି  ବାଲେଶ୍ୱର ଜିଲ୍ଲା ଟାମୁଳିଆ ଓଭର ବ୍ରିଜ ଉପରେ  ।  ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର…

ଟ୍ୱିଟର ଓ ଇନଷ୍ଟା ମଧ୍ୟରେ କଡ଼ା ଟକ୍କର, ଖିୁବଶୀଘ୍ର ଇନଷ୍ଟାଗ୍ରାମ ଲଞ୍ଚ କରିବ ଥ୍ରେଡ୍ସ ଆପ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟୁଇଟରରେ ପ୍ରାୟ ସବୁ ବେଳେ କିଛି ନା କିଛି ବିବାଦ ଲାଗି ରହିଥାଏ। ଏହାର ସୁଯୋଗ ନେଇ ଇନଷ୍ଟାଗ୍ରାମ ଥ୍ରେଡ୍ସ ନାମକ ଏକ ନୂଆ ଆପ୍ ଲଞ୍ଚ କରିବାକୁ ଘୋଷଣା କରିଛି। କମ୍ପାନୀ ଏହାକୁ ଟୁଇଟରର ପ୍ରତିଦ୍ୱନ୍ଦ୍ୱୀ ପ୍ଲାଟଫର୍ମ ଭାବରେ ଜୁଲାଇ ୬ ରେ ଲଞ୍ଚ କରିବାକୁ ଯାଉଛି।…