Latest Odisha News

ପୁସ୍ତକ ପରିଚୟ : ସୃଷ୍ଟି ସୁରକ୍ଷା ସୂତ୍ର

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ପ୍ରବନ୍ଧ ସଙ୍କଳନ : ସୃଷ୍ଟି ସୁରକ୍ଷା ସୂତ୍ର ଲେଖକ :ଶ୍ରୀବତ୍ସ ପ୍ରଧାନ ପୃଷ୍ଠା ‐ ୨୦୮, ମୂଲ୍ୟ ଟ୨୪୦ ମାତ୍ର ଓଡ଼ିଶାର ସୁପରିଚିତ ଗାଳ୍ପିକ, ପ୍ରାବନ୍ଧିକ ତଥା କବି ଚନ୍ଦ୍ରଶେଖର ରଥ ଏକ ସାକ୍ଷାତକାରରେ କହିଥିଲେ ଯେ ସାହିତ୍ୟିକର ପ୍ରଥମ ଓ…

ହୁତୁହୁତୁ ହୋଇ ଜଳିଲା ସିପରି ବଜାର, ୪ଜଣ ଜୀବନ୍ତ ଦଗ୍ଧ

ଝାନସୀ:  ଉତ୍ତରପ୍ରଦେଶର ଝାନସୀ ନିକଟସ୍ଥ ସିପରି ବଡ଼ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ ଝିଅ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି । ସିପରି ବଜାରର ରାମା ବୁକ୍ ଡିପୋ ଛକ ନିକଟରେ ଥିବା ବିଅର ଟ୍ରେଡରରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ସିପରି ବଜାରର ଅନେକ ଦୋକାନ ଜଳିପୋଡ଼ି ପାଉଁଷ…

ସୁବର୍ଣ୍ଣପୁରରେ ୫ଟି ସଚିବଙ୍କୁ ବିରୋଧ: ଅଣ୍ଡାମାଡ କଲେ,କଳା ପତାକା ଦେଖାଇଲେ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ୫ଟି ସଚିବଙ୍କ ଗସ୍ତକୁ ବିରୋଧ । ଏହି ଗସ୍ତକୁ ବିରୋଧ କରି ଧାରଣା ସହ ସଚିବଙ୍କ ଗାଡିକୁ ଅଣ୍ଡାମାଡ କଲେ ଲାେକେ । ୫ଟି ସଚିବଙ୍କର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତକୁ ବିଜେପି ସହ ବିରୋଧ କରିଛି ଆମ ଆଦମୀ ପାର୍ଟି । ୫ଟି ସଚିବ ଭିକେ ପାଣ୍ଡିଆନ ଏବେ…

ଶକ୍ତିଶାଳୀ ହେବ ତାଇୱାନ ସେନା, ଘାତକ ଅସ୍ତ୍ର ‘ଭୋଲକାନୋ ମାଇନ୍ସ ସିଷ୍ଟମ’ ଯୋଗାଇବ ଆମେରିକା

ଓଡିଶା ସମ୍ବାଦ ବ୍ୟୁରୋ: ତାଇୱାନକୁ ଏକ ଘାତକ ଅସ୍ତ୍ର ଦେବାକୁ ଯାଉଛି ଆମେରିକା। ଆମେରିକା ତାଇୱାନକୁ ଭୋଲକାନୋ ମାଇନ୍ସ ସିଷ୍ଟମ ଦେବାକୁ ଯାଉଛି। ଏହି ଅସ୍ତ୍ରକୁ ଆଗ୍ନେୟଗିରି ମଧ୍ୟ କୁହାଯାଏ। ଏହି ଅସ୍ତ୍ରର ବିଶେଷତ୍ୱ ​​ହେଉଛି ଏହା କିଛି କ୍ଷଣ ମଧ୍ୟରେ ଏକ ବଡ଼ ଅଞ୍ଚଳରେ ଲ୍ୟାଣ୍ଡମାଇନ୍…

ରାଜ୍ୟରେ ଆଜିଠୁ ବଢ଼ିବ ବର୍ଷା, ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ବଢ଼ିବ ବର୍ଷା ପରିମାଣ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପାଇଁ ଆଜି ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି…

ଗୌଡ଼ଗାଁରୁ ଖାଲି ହାତରେ ଫେରିଲା ପୋଲିସ: କୁଆଡେ ଗଲେ ଏସିଏଫ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ ?

ଭୁବନେଶ୍ୱର:କୁଆଡେ ଗଲେ  ACF ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟା ଭାରତୀ ? ତାଙ୍କ ବିରୋଧରେ ଏନବିଡବ୍ଲୁ ଜାରି ହେବା ପରେ ପୋଲିସ ତାଙ୍କୁ ଖୋଜୁଛି । ହେଲେ କାହିଁକି ପାଉନି ? ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ କୋର୍ଟ ନିର୍ଦ୍ଦେଶ ପାଇବା ପରେ ପୁଣି ତତ୍ପରତା ଦେଖାଇଛି ପୋଲିସ ।…

ସାମ୍ନାକୁ ଆସିଲା ବାହାନଗା ଟ୍ରେନ ଟ୍ରାଜେଡି ପଛର ସାଂଘାତିକ ତଥ୍ୟ; ଦୁର୍ଘଟଣା ପଛରେ ରହିଛି ଏକାଧିକ ତ୍ରୁଟି

ଭୁବନେଶ୍ୱର: ସାମ୍ନାକୁ ଆସିଲା ବାହାନଗା ଟ୍ରେନ ଦୁର୍ଘଟଣା ପଛର ସାଂଘାତିକ ତଥ୍ୟ । ରିପୋର୍ଟ ଦେଲେ ରେଲୱେ ସୁରକ୍ଷା କମିଶନ (CRS )। ଦୁର୍ଘଟଣା ପଛରେ ରହିଛି ବଡ ଧରଣ ତ୍ରୁଟି । ସିଗନାଲିଂ ଏବଂ ଦୂରସଞ୍ଚାର ବିଭାଗର ତ୍ରୁଟି ପାଇଁ ଘଟିଗଲା ଏତେ ବଡ଼ ଟ୍ରେନ ଦୁର୍ଘଟଣା । ରିପୋର୍ଟରେ ଦୁର୍ଘଟଣା…

ତ୍ୱଚାକୁ ଚମକାଏ ଚିନାବାଦାମ, ଜାଣନ୍ତୁ ଏହାକୁ ଖାଇବାର ଉପଯୁକ୍ତ ପ୍ରଣାଳୀ

ଚିନାବାଦାମ ସେବନ ଦ୍ୱାରା ଆମ ତ୍ୱଚାକୁ ଅନେକ ଫାଇଦା ମିଳିଥାଏ । ଚିନାବାଦାମରେ ପୋଟାସିୟମ, ଫାଇବର, ପ୍ରୋଟିନ, ଭିଟାମିନ-ବି, ମ୍ୟାଗ୍ନେସିୟମର ମାତ୍ରା ଭରପୁର ଥାଏ । ଚିନାବାଦାମ ଆମ ତ୍ୱଚାର ସୁନ୍ଦରତା ବଢ଼ାଇବା ସହ ତ୍ୱଚାରେ ଦେଖାଯାଉଥିବା ଅନେକ ସମସ୍ୟାର ମଧ୍ୟ ସମାଧାନ କରିଥାଏ । ଶରୀରରେ…

ଆଜିଠାରୁ ଆରମ୍ଭ ପବିତ୍ର ଶ୍ରାବଣ ମାସ, ଜାଣନ୍ତୁ କାଉଡ଼ିଆ ଯାତ୍ରାର ମହତ୍ତ୍ୱ

ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ । ହିନ୍ଦୁ ଧର୍ମ ଅନୁସାରେ ଶ୍ରାବଣ ମାସର ରହିଛି ବିଶେଷ ମହତ୍ବ । ଏହି ମାସଟି ବର୍ଷର ସବୁଠାରୁ ଶୁଭ ମାସ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ । କୁହାଯାଏ, ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ମାସ ଅଟେ, ତେଣୁ ଏହି ମାସରେ ମହାଦେବଙ୍କୁ…

ଧାରା ୩୭୦ ଉଚ୍ଛେଦ ଉପରେ ଜୁଲାଇ ୧୧ ରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ଉପରେ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଏହି ଶୁଣାଣିକୁ ସ୍ୱାଗତ କରିଛନ୍ତି ଜମ୍ମୁ କାଶ୍ମୀରର ରାଜନେତା। ସେମାନେ କହିଛନ୍ତି ଯେ ଶୁଣାଣି ସଠିକ୍ ଦିଗରେ ହେବ ବୋଲି ଆଶା କରୁଛୁ। ସିଜେଆଇ ଡି.ଓ୍ବାଇ…