ବିହାରରେ ଭୁଶୁଡିଲା ପୁଣି ଏକ ନିର୍ମାଣଧିନ ବ୍ରିଜ୍
ପାଟନା: ବିହାରର ଭାଗଲପୁରର ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଉଥିବା ଏକ ବ୍ରିଜ ଭୁଶୁଡିବାର ୩ ସପ୍ତାହ ପରେ କିଷନଗଞ୍ଜ ଜିଲ୍ଲାରେ ଶନିବାର ପୁଣି ଏକ ନିର୍ମାଣଧିନ ବ୍ରିଜ ଭୁଶୁଡିଛି। ପାଟନାଠାରୁ ୪୦୦ କି.ମି ଦୂର ଜାତୀୟ ରାଜପଥ-୩୨୭ଇ ଉପରେ ମେଚି ନଦୀରେ ଏହି ବ୍ରିଜ୍ ନିର୍ମାଣ କରାଯାଉଥିଲା।…