ବାହାନଗା ଟ୍ରେନ ଟ୍ରାଜେଡି: ସିଲ ହେଲା ଷ୍ଟେଶନ ସିଗନାଲ ଜେଇଙ୍କ ଘର
ବାଲେଶ୍ୱର: ବାହାନଗା ଷ୍ଟେଶନ ସିଗନାଲ ଜେଇଙ୍କ ଘର ସିଲ ହୋଇଛି । ବାଲେଶ୍ୱର ଜିଲ୍ଲା ସୋରଠାରେ ଥିବା ରେଲୱେ ସୋର ସେକ୍ସନ ସିଗ୍ନାଲ ଜେଇଙ୍କ ଘର ସିଲ୍ କରାଯାଇଛି । ଜେଇ ଏଠାରେ ଭଡ଼ା ଘରେ ରହୁଥିଲେ । ଏହ ଭଡା ଘରକୁ ଜିଆରପି ପୋଲିସ ଉପସ୍ଥିତିରେ ସିବିଆଇ ପକ୍ଷରୁ ସିଲ୍ କରାଯାଇଛି । ସିଲ…