Latest Odisha News

BREAKING NEWS

ସାରା ଓଡ଼ିଶାବାସୀ ସ୍ୱତଃସ୍ପୃତ ଭାବେ ରକ୍ତଦାନ କରିଛନ୍ତି, ରକ୍ତର ଅଭାବ ନାହିଁ -ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ୧୭୦ ମୃତଦେହର ପରିଚୟ ମିଳିଛି । ଉକ୍ତ ମୃତହଦେକୁ ତାଙ୍କ ପରିବାରକୁ ହସ୍ତାନ୍ତର ପାଇଁ ବ୍ୟବସ୍ଥା କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା  କହିଛନ୍ତି, …

ଟ୍ରେନ ଦୁର୍ଘଟଣା: ମୃତକଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇବେ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ

ନୂଆଦିଲ୍ଲୀ:ଖାଲି ଦେଶ ନୁହେଁ ବିଶ୍ୱକୁ ସ୍ତମ୍ଭୀଭୂତ କରି ଦେଇଛି ବାହାନଗା ଟ୍ରେନ ଦୁର୍ଘଟଣା । ୨୭୫ ଜଣଙ୍କ ମୃତ୍ୟୁ ଘଟିଛି । ୧୧୦୦ ଆହତ ହୋଇଛନ୍ତି । ଭାରତୀୟ ରେଳ ଇତିହାସରେ ସବୁଠାରୁ ବଡ ଦୁର୍ଘଟଣା । ଏପରି ବିପତ୍ତି ସମୟରେ ଛୁଟି ଆସିଛି ଅନେକ ସହାୟତାର ହାତ । ଏହି ଦୁର୍ଘଟଣା ସବୁଠାରୁ…

ଆଫଗାନିସ୍ତାନରେ ୮୦ ଛାତ୍ରୀଙ୍କୁ ଦିଆଯାଇଛି ବିଷ

କାବୁଲ: ଆଫଗାନିସ୍ତାନର ଉତରାଂଚଳରେ ୨ଟି ଅଲଗା ଅଲଗା ଘଟଣାରେ ପ୍ରାଇମେରୀ ସ୍କୁଲର ୮୦ ଜଣ ଛାତ୍ରୀଙ୍କୁ ବିଷ ଦିଆ ଯାଇଥିବା ଚାଂଚଲ୍ୟକର ଖବର ହସ୍ତଗତ ହୋଇଛି । ୨୦୨୧ରେ ତାଲିବାନ ସରକାର କ୍ଷମତା ହାତେଇବା ପରେ ପ୍ରଥମ ଥର ପାଇଁ ଏ ଭଳି ଘଟଣା ସମ୍ମୁଖକୁ ଆସିଛି । ସର ଏ ପୁଲ ଅଂଚଳରେ କାହିଁକି ବିଷ…

ଓଜନ ହ୍ରାସ କରାଏ ଆମ୍ବ, ଜାଣନ୍ତୁ ଖାଇବାର ସଠିକ୍ ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି ହେଉଛି। ଫଳଙ୍କ ରାଜା ହେଉଛି ଆମ୍ବ। କାରଣ ଆମ୍ବ ଖାଇବାକୁ ଯେତେ ସ୍ୱାଦ ଏହା ସ୍ୱାସ୍ଥ୍ୟ ପାଇଁ ସେତେ ଲାଭଦାୟକ। ପ୍ରାୟତଃ ଲୋକେ ଚିନ୍ତା କରନ୍ତି ଯେ ଆମ୍ବ ଖାଇବା ଦ୍ୱାରା ଶୀଘ୍ର ଓଜନ ବୃଦ୍ଧି ହୋଇଥାଏ, କିନ୍ତୁ…

ପରଲୋକରେ ମହାଭାରତର ‘ଶକୁନି ମାମୁ’ ଗୁଫି ପେଣ୍ଟଲ

ମୁମ୍ବାଇ:ଶେଷ ଶଯ୍ୟାରେ ମହାଭାରତର ଶକୁନି । ବିଆର ଚୋପ୍ରାଙ୍କ ମହାଭାରତରେ ଶକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟଲଙ୍କର ଆଜି ୭୮ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ହୋଇ ଯାଇଛି । ଗୁଫି ପେଣ୍ଟଲଙ୍କ ପରିବାର ସୂତ୍ରରୁ ମିଳିଥିବା ଖବର ଅନୁଯୟୀ, ଆଜି ସକାଳେ ତାଙ୍କର ପରଲୋକ ହୋଇ…

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ନିରାଶ ହୋଇ ଫେରିଲେ କୁସ୍ତି ଯୋଦ୍ଧା; ଚାଲିଛି ପରବର୍ତ୍ତୀ ପ୍ଲାନ୍ ପ୍ରସ୍ତୁତ

ନୂଆଦିଲ୍ଲୀ: କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଅଭିଯୋଗ ନେଇ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା। ହେଲେ ଫୁଶ ଶୂନ। ଆନ୍ଦୋଳନକାରୀମାନେ ଗୃହମନ୍ତ୍ରୀଙ୍କ ଠାରୁ ଯାହା ଆଶା କରିଥିଲେ ତାହା ମିଳିଲାନି। ବୈଠକ ଫଳପ୍ରଦ…

କେନ୍ଦ୍ର ସଚିବ ଭାବେ ମନୋନୀତ ହେଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର:କେନ୍ଦ୍ର ସରକାରଙ୍କ କ୍ୟାବିନେଟ ପକ୍ଷରୁ ଶୁକ୍ରବାର ୨୬ ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ସଚିବ ପାହ୍ୟାକୁ ମନୋନୀତ କରାଯାଇଛି । ଏହି ୨୬ ଜଣଙ୍କ ମଧ୍ୟରେ ଅଛନ୍ତି ୧୯୮୮ ବ୍ୟାଚର ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ  ପ୍ରଦୀପ୍ତ କୁମାର ମହାପାତ୍ର । ପ୍ରଦୀପ୍ତ ମହାପାତ୍ର ଏବେ ଜଙ୍ଗଲ…

ବିଶ୍ୱ ପରିବେଶ ଦିବସ: ସାବଧାନ ! ଲୁଣ ସାହାଯ୍ୟରେ ଆମ ଶରୀରରେ ପହଞ୍ଚୁଛି ମାଇକ୍ରୋପ୍ଲାଷ୍ଟିକ୍

ନୂଆଦିଲ୍ଲୀ: ଆଜି ବିଶ୍ୱ ପରିବେଶ ଦିବସ। ପ୍ରତିବର୍ଷ ଜୁନ ମାସ ୫ ତାରିଖରେ ଏହି ଦିବସ ପାଳନ ହୁଏ। ଏହି ଦିନ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା। ପ୍ରତ୍ୟେକ ବ୍ୟକ୍ତିଙ୍କୁ ପରିବେଶ ବିଷୟରେ ସଚେତନ ହେବା ଆବଶ୍ୟକ। ପରିବେଶ ଦୂଷିତ ହେବାର ପ୍ରଥମ କାରଣ…

ପୁଣି ଲାଇନଚ୍ୟୁତ ହେଲା ଟ୍ରେନ; ଓଲଟି ପଡିଲା ୫ ବଗି

ବରଗଡ: ପୁଣି ଲଇନଚ୍ୟୁତ ହେଲା ଟ୍ରେନ । ବାହାନଗା ଭୟଙ୍କର ଦୁର୍ଘଟଣା ପରେ  ବରଗଡରେ ମାଲବାହୀ ଟ୍ରେନ  ଲାଇନଚ୍ୟୁତ । ବରଗଡର ସମ୍ବରଧରା ନିକଟରେ   ଏହାର ୫ ଟି ବଗି ଓଲଟିପଡିଛି । ଡୁଙ୍ଗୁରି ଚୁନପଥର ଖଣିରୁ ସିମେଣ୍ଟ କାରଖାନାକୁ ଯାଉଥିବାବେଳେ ବରଗଡରେ ଲାଇନଚ୍ୟୁତ ହୋଇଯାଇଛି ଏହି ମାଲବାହୀ…

କହିଥିଲେ କାମ କରି ସବୁ ଋଣ ସୁଝିଦେବି.. ସ୍ୱପ୍ନ ଉଜାଡି ଦେଲା ଟ୍ରେନ ଦୁ୍ର୍ଘଟଣା

ନୀଳଗିରି: ଭୟଙ୍କର ଥିଲା ବାହାନଗା ଟ୍ରେନ ଦୁର୍ଘଟଣା  । ଛାତି ଥରାଇ ଦେଇଥିଲା । ନିମିଷକରେ ଚାଲିଗଲା ଶହଶହ ଜୀବନ । ଖାଲି ଜୀବନ ନେଇ ଯାଇନି ଏ ଦୁର୍ଘଟଣା ! ତ ପଛରେ କେତେ ଯେ ଅକୁହା..ଲୁହଭିଜା କାହାଣୀ ଦେଇ ଯାଇଛି ! କିଏ ପୁଅକୁ ହରାଇ କାନ୍ଦୁଛି ତ କିଏ ବାପା-ମା’ଙ୍କୁ ହରାଇ କାନ୍ଦୁଛି । କିଏ…