କହିଥିଲେ କାମ କରି ସବୁ ଋଣ ସୁଝିଦେବି.. ସ୍ୱପ୍ନ ଉଜାଡି ଦେଲା ଟ୍ରେନ ଦୁ୍ର୍ଘଟଣା
ନୀଳଗିରି: ଭୟଙ୍କର ଥିଲା ବାହାନଗା ଟ୍ରେନ ଦୁର୍ଘଟଣା । ଛାତି ଥରାଇ ଦେଇଥିଲା । ନିମିଷକରେ ଚାଲିଗଲା ଶହଶହ ଜୀବନ । ଖାଲି ଜୀବନ ନେଇ ଯାଇନି ଏ ଦୁର୍ଘଟଣା ! ତ ପଛରେ କେତେ ଯେ ଅକୁହା..ଲୁହଭିଜା କାହାଣୀ ଦେଇ ଯାଇଛି ! କିଏ ପୁଅକୁ ହରାଇ କାନ୍ଦୁଛି ତ କିଏ ବାପା-ମା’ଙ୍କୁ ହରାଇ କାନ୍ଦୁଛି । କିଏ…