ଖୁବଶୀଘ୍ର ବିଜେପି ବିରୋଧୀ ଦଳ ବୈଠକର ତାରିଖ ଏବଂ ସ୍ଥାନ ଘୋଷଣା ହେବ: ଜେଡିୟୁ
ନୂଆଦିଲ୍ଲୀ: ବିରୋଧୀ ଏକତା ଦିଗରେ ନିଜର ପ୍ରୟାସ ଜାରି ରଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ଏହି କ୍ରମରେ ସୋମବାର ଦିଲ୍ଲୀରେ ପହଞ୍ଚିକଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି ନୀତୀଶ। ଏହି ଅବସରରେ ବିହାରର…