Latest Odisha News

BREAKING NEWS

ବିରଳ ଘଟଣା: ମହିଳାଙ୍କ ଶରୀରରେ ଦୁଇଟି ଗର୍ଭାଶୟ, ଜନ୍ମ ନେଲେ ବି ଦୁଇଟି ପିଲା

ବିଟ୍ରେନ: ଜଣେ ମହିଳା ଯାଆଁଳା ହେଉ ବା ତିନୋଟି ସନ୍ତାନ ଜନ୍ମ ଦେବା ସମସ୍ତେ ଶୁଣିଥିବେ । କିନ୍ତୁ ଜଣେ ମହିଳାଙ୍କହ ଦୁଇଟି ଗର୍ଭାଶୟ ଥିବା ଶୁଣିଛନ୍ତି ? ତେବେ ବ୍ରିଟେନରେ ଜଣେ ମହିଳାଙ୍କର ଦୁଇଟି ଗର୍ଭାଶୟ ଥିବା ଦେଖିବାକୁ ମିଳିଛି । ଏଥିସହିତ ଦୁଇଟି ଗର୍ଭରୁ ଦୁଇଟି ପିଲା ଜନ୍ମ ମଧ୍ୟ…

ଶ୍ରୀମନ୍ଦିର ନୀତିକାନ୍ତିରେ କାହିଁକି ହେଉଛି ବିଳମ୍ବ, ସଫେଇ ରଖିଲେ ମୁଖ୍ୟ ପ୍ରଶାସକ

ପୁରୀ: ଗତ କିଛି ଦିନ ହେବ ପୁରୀ ଶ୍ରୀମନ୍ଦିରରେ ବିଭିନ୍ନ ରୀତିନୀତିରେ ବିଳମ୍ବ ହେଉଥିବାରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସ୍ପଷ୍ଟୀକରଣ ରଖିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀମନ୍ଦିରର ଦ୍ୱାରଫିଟା ନୀତିରେ ବିଳମ୍ବ ଯୋଗୁ ସନ୍ଧ୍ୟା ଆଳତି,…

ରଜରେ ଆସୁଛି ଅନୁଭବଙ୍କ ନୂଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’: ମ୍ୟୁଜିକ ରିଲିଜ

ଭୁବନେଶ୍ୱର: ରଜରେ ଆସୁଛି ଅନୁଭବଙ୍କ ନୂଆ ଓଡ଼ିଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ । ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରେମ, ରୋମାନ୍ସ, ସସପେନ୍ସ ଓ ଫାଇଟ୍ ରହିଛି, ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିବ । ରଜ ତଥା ଜୁନ ୧୪ ତାରିଖରେ ଏହି ଫିଲ୍ମ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା…

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୮୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ଯାସ କରିବେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଓଡ଼ିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଭିଡିଓ କନଫରେନ୍ସିଂ ଜରିଆରେ ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ଏହି…

ଯୁବକ ନିଜ କେଶରେ ୱିଗ୍ ତିଆରି କରି ମାଆକୁ ଦେଲେ ଉପହାର

ନ୍ୟୁୟର୍କ: ଦୁଇଦିନ ତଳେ ସାରାବିଶ୍ୱରେ ଲୋକେ ମାତୃ ଦିବସ ପାଳନ କରିଛନ୍ତି । କେହି କେହି ଏହି ଦିବସକୁ ଧୁମ୍‌ଧାମ୍‌ରେ ପାଳନ କରିବା ସହ ନିଜ ମାଆଙ୍କୁ ଦାମୀ ଉପହାର ମଧ୍ୟ ଦେଇଛନ୍ତି । କିନ୍ତୁ ଆମେରିକାର ଜଣେ ବ୍ୟକ୍ତି ତାଙ୍କ ମାଆଙ୍କୁ ଏପରି ଉପହାର ଦେଇଛନ୍ତି, ଯାହାକୁ ନେଇ ଏବେ ସେ ଖୁବ୍…

ଚୋରି ହୋଇଗଲା ସଲମାନ ଖାନଙ୍କ ଉଉଣୀଙ୍କର ହୀରା କାନଫୁଲ

ମୁମ୍ବାଇ: ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନଙ୍କ ମୁମ୍ବାଇ ଘରେ ଚୋରି ହୋଇଛି। କୁହାଯାଉଛି ଯେ ଅର୍ପିତାଙ୍କ ଘରୁ ତାଙ୍କ ହୀରା କାନଫୁଲ ଚୋରି ହୋଇଛି। ଏହି ମାମଲାରେ ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅର୍ପିତା ଖାନ ମୁମ୍ବାଇର ଖାର ପୋଲିସ ଷ୍ଟେସନକୁ ଯାଇ କାନଫୁଲ ଚୋରି ହେବା ପରେ…

ଉପମୁଖ୍ୟମନ୍ତ୍ରୀ ହେବାକୁ ସଫା ମନା କରିଦେଲେ ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ନେଇ କଂଗ୍ରେସରେ ଏବେ ଏକ ବିବାଦ ଲାଗି ରହିଛି। ଏବେ ଖବର ଆସୁଛି ଯେ ଡି.କେ ଶିବକୁମାର ରାଜି ନୁହଁନ୍ତି ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ। ଡି.କେଙ୍କୁ ଦିଆଯାଇଥିବା ଅଫର ପାଇଁ ସେ ପ୍ରସ୍ତୁତ ନୁହଁନ୍ତି ବୋଲି ସୂତ୍ରରୁ ପ୍ରକାଶ।…

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହଯୋଗୀଙ୍କ ସମେତ ଆଠଟି ସ୍ଥାନରେ ସିବିଆଇ ରେଡ୍

ନୂଆଦିଲ୍ଲୀ: ସିବିଆଇ ବୁଧବାର ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଚଢ଼ାଉ କରିଛି। କୁହାଯାଇଛି ଯେ ରିଲାଏନ୍ସ ବୀମା ଦୁର୍ନୀତି ସମ୍ପର୍କିତ ମାମଲାରେ ସିବିଆଇ ଏହି ଏହି ଚଢାଉ କରିଛି। ବୁଧବାର ମଲିକଙ୍କ ତତ୍କାଳୀନ ସହଯୋଗୀଙ୍କ ଘରେ ଏବଂ ଦିଲ୍ଲୀ ଏବଂ…

ଭୂଆଶୁଣୀ ଡମ୍ପିଂୟାର୍ଡରେ ଆଉ ପଡ଼ିବନି ଅଳିଆ; ବାୟୋ ମାଇନିଂ ପ୍ରସ୍ତାବ ଜାରି ରହିବ

ଭୁବନେଶ୍ୱର: ଏଣିକି ରାଜଧାନୀ ଉପକଣ୍ଠ ଭୂଆଶୁଣି ଡମ୍ପିଂୟାର୍ଡରେ ପଡିବନି ଅଳିଆ । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।ସହରର ବିଭିନ୍ନ ସ୍ଥାନରୁ ବର୍ଜ୍ୟବସ୍ତୁ ଦାରୁଠେଙ୍ଗଠାରେ ପକାଇବା କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ଘୋଷଣା କରିଛି ବିଏମସି। ତେବେ…

୧୦୦ ଘଣ୍ଟା ରୋଷେଇ କରି ବିଶ୍ୱ ରେକର୍ଡ ଭାଙ୍ଗିଲେ ନାଇଜେରିଆର ସେଫ୍‌

ନୂଆଦିଲ୍ଲୀ : ରୋଷେଇ କରିବାକୁ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଲୋକ ବିରକ୍ତି ହୋଇଥାନ୍ତି । ଏହି ରୋଷେଇ କରି ଜଣେ ପାଚିକା ବିଶ୍ୱ ରେକର୍ଡ ହାତେଇଛନ୍ତି । ନାଇଜେରିଆର ଜଣେ ଲୋକପ୍ରିୟ ପାଚିକା ଲଗାତାର ସର୍ବାଧିକ ଘଣ୍ଟା ଧରି ରୋଷେଇ କରି ଗିନିସ୍ ବିଶ୍ବ ରେକର୍ଡ ଭାଙ୍ଗିବାରେ ସଫଳ…