Latest Odisha News

BREAKING NEWS

ଆରମ୍ଭ ହେଲା ‘ଖତ୍‌ରୋଁ କେ ଖିଲାଡି’: ପ୍ରଥମେ ଷ୍ଟଣ୍ଟ ଦେଖି ଡ଼ରିଗଲେ ଅଭିନେତା ରୋହିତ

ମୁମ୍ବାଇ: ଲୋକପ୍ରିୟ ଟିଭି ଶୋ ‘ଖତ୍‌ରୋଁ କେ ଖିଲାଡି ସିଜିନ୍‌୧୩ ନିକଟରେ ଆରମ୍ଭ ହୋଇଛି । ଏହି ଶୋକୁ ପ୍ରଶଂସକମାନେ ଖୁବ୍ ଉତ୍ସାହର ସହିତ ଅପେକ୍ଷା କରିଥିଲେ । କାରଣ ଏହି ଶୋକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ଏହ ଶୋରେ ଟିଭି ଏବଂ ସିନେମା ଜଗତର ଜଣାଶୁଣା ସେଲିବ୍ରିଟିମାନେ ରୋହିତ ଶେଟ୍ଟୀଙ୍କ…

ସଙ୍କଟରେ ବଲିଉଡ: ୬ ମାସରେ ବନ୍ଦ ହୋଇପାରେ ୫୦ ଥିଏଟର୍ସ

ମୁମ୍ବାଇ: କରୋନା ମହାମାରୀ ପରଠାରୁ ବଲିଉଡର ମାତ୍ରାଧିକ କ୍ଷତି ଘଟିବାରେ ଲାଗିଛି । ହାତ ଗଣତି ଫିଲ୍ମ ଛାଡିଦେଲେ ବକ୍ସ ଅଫିସରେ ଅଧିକ ଫିଲ୍ମ ଫ୍ଲପ ହେଉଛି । ଏହା ବ୍ୟତୀତ ପିଭିଆର ଓ ଆଇନକ୍ସରେ ଫିଲ୍ମ ଦେଖିବା ମଧ୍ୟବିତ ପରିବାର ଉପରେ ଚାପ ପକାଇଛି । ଦର୍ଶକ ହଲଠାରୁ ଦୂରେଇବାରେ ଲାଗିଛନ୍ତି ।…

ଅଜବ ଜୀବ: ଦେଖିବାକୁ ମୂଷା ପରି, ଆହାର କେବଳ ଫୁଲ ପାଖୁଡ଼ା

ଅଷ୍ଟ୍ରେଲିଆ: ଦୁନିଆରେ ଅଜବ ଜୀବ ଅଛନ୍ତି । ଅନେକ ଜୀବଙ୍କୁ ଦେଖିବେ ଯାହା ଏତେ ଅଦ୍ଭୁତ ଯେ ଆପଣ ସେମାନଙ୍କ ବିଷୟରେ ପୂର୍ବରୁ ଶୁଣି ନ ଥିବେ କି ଜାଣି ନ ଥିବେ । ଏହିପରି ଗୋଟିଏ ପଶୁ ହେଉଛି ହନି ପୋସମ୍ । ଏହା ଦେଖିବାକୁ ଠିକ୍‌୍ ମୂଷା ପରି । ହେଲେ ଏହା ମୂଷା ନୁହେଁ । ଏହି ଅଦ୍ଭୁତ ଜୀବର ଏକ…

୩ ଘଣ୍ଟା ଭିତରେ କାଳବୈଶାଖୀ ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ପାଇଁ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା । ଭୁବନେଶ୍ୱର ସମେତ ଓଡ଼ିଶାର ୩ ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରିଛି ବିଭାଗ । ରାତି ୮.୨୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ସମେତ ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳରେ…

ବଜ୍ରକାପ୍ତା ଚାଲାଣ କରୁଥିଲେ ଫରେଷ୍ଟର, ମାଡି ବସିଲା ପୋଲିସ

ବାରିପଦା: ବାଡ଼ ଖାଇଗଲା ଫସଲ  । ଯାହା ହାତରେ ଥିଲା ସୁରକ୍ଷା ସିଏ ସାଜିଲା ଯମ ।  ବଜ୍ରକାପ୍ତା ଚାଲାଣ ଡ଼ିଲ ଚାଲିଛି ଫରେଷ୍ଟରଙ୍କ ନିର୍ଦ୍ଦେଶରେ  ।  ଜଣେ ଫରେଷ୍ଟର ବଜ୍ରକାପ୍ତା ଡ଼ିଲ ବେଳେ ପଡିଛନ୍ତି ପୋଲିସ ହାବୁଡ଼ରେ । କପ୍ତିପଦା ପୋଲିସ ଚଢ଼ାଉ କରି ବଜ୍ରକାପ୍ତା ବେପାରର ପର୍ଦାଫାଶ…

ମୁମ୍ବାଇରେ ହ୍ରିତିକ ପ୍ରେମିକା ସବାଙ୍କ ପାଇଁ କିଣିଲେ ନୂଆ ଘର

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ଅଭିିନେତ୍ରୀ ସବା ଆଜାଦଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଉଭୟ ଅଧିକାଂଶ କାର୍ଯ୍ୟକ୍ରମରେ ଏକାଠି ନଜର ଆସୁଛନ୍ତି । ଏବେ ହ୍ରିତିକ୍ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି । ତାହାପୁଣି ତାଙ୍କ ପ୍ରେମିକା ସବାଙ୍କ…

ବଦଳିଲା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଠିକଣା

ଭୁବନେଶ୍ୱର: ସ୍ଥାନାନ୍ତର ହେଲା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ । ଏ ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।   ପୂର୍ବରୁ କ୍ୟାପିଟାଲ ହସ୍‌ପିଟାଲ ପରିସରରେ ଥିବା ଏହି କାର୍ଯ୍ୟାଳୟ ଏବେ ସତ୍ୟନଗରସ୍ଥିତ ତୋଷାଳି ଭବନକୁ ସ୍ଥାନାନ୍ତରିତ ହୋଇଛି । ତୋଷାଳିଭବନ ଏ-୧ ବ୍ଲକର ତଳ…

ବଡିଗାର୍ଡଙ୍କ ବାଇକ୍‌ରେ ଗଲେ ଅନୁଷ୍କା, ଭିଡିଓ ଭାଇରାଲ

ମୁମ୍ବାଇ: ନିକଟରେ ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ମୁମ୍ବାଇ ରାସ୍ତାରେ ବାଇକରେ ଯାଉଥିବା ଦେଖିବାକୁ ମିଳିଥିବା ବେଳେ ଏବେ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ବଡ଼ିଗାର୍ଡ଼ଙ୍କ ସହ ବାଇକ୍‌ରେ ଯାଉଥିବା ଦେଖିବାକୁ ମିଳିଛି । ଏହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିିଡ଼ିଆରେ ଖୁବ୍ ଭାଇରାଲ…

ଜୁନ ୪ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର: ଜୁନ ୪ ତାରିଖରେ କେରଳ ଛୁଇଁବ ମୌସୁମୀ । ଏ ନେଇ ମଙ୍ଗଳବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି । ଆଇଏମଡି ତାର ଟୁଇଟରରେ ଏ ନେଇ ସୂଚନା ଦେଇଛି । ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ପୂର୍ବ ବର୍ଷମାନଙ୍କ ତୁଳନାରେ ସାମାନ୍ୟ ବିଳମ୍ବରେ ଆସିବ । ଜୁନ ୪ରେ…

କାହିଁକି ବିଳମ୍ବରେ ଆସିବ ମୌସୁମୀ ?

ନୂଆଦିଲ୍ଲୀ: ଏଥର ବିଳମ୍ବରେ ଆସିବ ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ  କେରଳ ଛୁଇଁବାରେ ସାମାନ୍ୟ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ବର୍ଷ ଜୁନ ୪ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।…