Latest Odisha News

BREAKING NEWS

୭ରେ ହେବ ହାଇଭୋଲଟେଜ ପ୍ରଚାର; ମୁହାଁମୁହିଁ ହୋଇପାରନ୍ତି ନବୀନ-ଧର୍ମେନ୍ଦ୍ର

ଭୁବନେଶ୍ୱର: ଜମୁଛି ଝାରସୁଗୁଡା ଉପ ନିର୍ବାଚନ । ପ୍ରଚାର ମଇଦାନରେ ତିନି ଦଳ । କଂଗ୍ରେସ, ବିଜେପି ଏବଂ ବିଜେଡି । ଯେତେଯେତେ ଦିନ ପାଖେଇ ଆସୁଛି  ପ୍ରଚାର ସେତେ ରୋଚକ ହେଉଛି । ତେବେ ଆସନ୍ତା ୭ ତାରିଖ ବଳ ଦେଖାଇବେ ଦୁଇ ଦଳ । ପୁରା ହାଇ ଭୋଲଟେଜ ପ୍ରଚାର । ମୁହାଁମୁହିଁ ହେବେ…

ଭାରତର ସବୁଠୁ ଦାମୀ ସ୍କୁଲ; ଯେଉଁଠି ପଢିଛନ୍ତି ଅମ୍ବାନୀ, ନବୀନ, ରାଜୀବ ଗାନ୍ଧୀ ଓ ସଲମାନ ଖାନ୍

ନୂଆଦିଲ୍ଲୀ: ସବୁ ବାପାମା ଚାହାନ୍ତି ସେମାନଙ୍କ ପିଲା ଏକ ଭଲ ସ୍କୁଲ୍‌ରେ ପାଠ ପଢ଼ୁ। ଭଲ ରେଜଲ୍ଟ କରୁ। ଭଲପାଠ ପଢ଼ିବା ଆଶାରେ ଅଭିଭାବକମାନେ ନିଜ ପିଲାଙ୍କୁ ସବୁଠାରୁ ମହଙ୍ଗା ସ୍କୁଲ୍‌ରେ ପାଠ ପଢାଇବାକୁ ପଛାନ୍ତି ନାହିଁ। ଯେଉଁଠି ପାଠ ପଢ଼ାଇଲେ ବର୍ଷକୁ ଦେବାକୁ ପଡ଼େ ଲକ୍ଷାଧିକ ଟଙ୍କା। ଭାରତରେ…

୧୫ ଫୁଟ ତଳକୁ ଖସିପଡ଼ିଲା ଅଟୋ: ୧୫ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲାରେ ଭୟାବହ ଦୁର୍ଘଟଣା । ଘାଟିରେ ଯାଉଥିବାବେଳେ ୧୫ ଫୁଟ ତଳକୁ ଖସିପଡିଲା ଅଟୋ । ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ଘଟଣା ଘଟିଛି ଆଜି ସକାଳେ ।  ଗଜପତି ଜିଲ୍ଲା ମୋହନା ଥାନା ଗୁଛାଗୁଡ଼ା ଘାଟିରେ ଘଟିଛି ଦୁର୍ଘଟଣା । ସକାଳୁ ସକାଳୁ  ୧୮ ଜଣ…

ଭାରତ ମହାସାଗରରେ ଅଧିକରୁ ଅଧିକ ଯୁଦ୍ଧ ଜାହାଜ ନିୟୋଜିତ କରୁଛି ଚୀନ

ବେଜିଂ: ଚୀନ ନୌସେନାର ଗିତିବିଧି ଏବେ କିଛି ଦିନ ହେବ ସନ୍ଦେହଜନକ ରହୁଛି । ଗୁରୁବାର ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତ ମହାସାଗରରେ ଚୀନ ଯୁଦ୍ଧ ଜାହାଜ ସଂଖ୍ୟା ବୃଦ୍ଧି କରାଇବାରେ ଲାଗିଛି । ସମୁଦ୍ରରେ ଗବେଷଣା ଓ ନଜର ରଖିବା ଆଳରେ ଚୀନ ଏହି ଷଡଯନ୍ତ୍ର ରଚୁଛି । ଭାରତୀୟ ନୌସେନା ମଧ୍ୟ…

କେନ୍ଦ୍ରକୁ ସାଂସଦ ଅପରାଜିତାଙ୍କ ଚିଠି; ଖଣ୍ଡଗିରି ଓ ଉଦୟଗିରିକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯାଉ

ଭୁବେନଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥିବା ଖଣ୍ଡଗିରି ଏବଂ ଉଦୟ ଗିରି ଗୁମ୍ଫାକୁ ବିଶ୍ୱ ଐତିହ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏ ନେଇ ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡିଙ୍କୁ ଚିଠି ଲେଖିଛନ୍ତି ।…

କ୍ରାସ୍ ହେଲା ସେନା ହେଲିକପ୍ଟର; ବସିଥିଲେ ୩ ଯବାନ

ନୂଆଦିଲ୍ଲୀ: ଦୁର୍ଘଟଣାଗ୍ରସ୍ତ ହେଲା ସେନା ହେଲିକପ୍ଟର। ଜାମ୍ମୁ-କାଶ୍ମୀର କିସ୍ତୱାର ଜିଲ୍ଲା ମାରୱାହ ବ୍ଲକ୍‌ ମଛାନା ଗାଁରେ ହେଲିକପ୍ଟରଟି କ୍ରାସ୍ ହୋଇଛି। ଏଥିରେ ୩ ଆର୍ମି ଯବାନ ସବାର ଥିଲେ ବୋଲି ସୂଚନା ମିଳିଛି। ଆର୍ମି ଅଫିସରଙ୍କ ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ପାଇଲଟ୍‌ ସୁରକ୍ଷିତ…

ଜାତୀୟ ସବ ଜୁନିୟର ମହିଳା ହକି:ଅମୀଷାଙ୍କ ନେତୃତ୍ୱରେ ଓଡିଶା ଦଳ ଘୋଷିତ

ରାଉରକେଲା: ହକି ଆସୋସିଏଶନ ଅଫ ଓଡିଶା ଅମୀଷା କୁଲୁଙ୍କ ନେତୃତ୍ୱରେ ଜାତୀୟ ସବ ଜୁନିୟର ମହିଳା ହକି ଚାମ୍ପିୟନଶିପ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି । ମେ ୪ରୁ ୧୪ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଏହି ଚାମ୍ପିୟନଶିପରେ ୨୮ଟି ଟିମ ଅଂଶଗ୍ରହଣ କରିବେ । ସମସ୍ତ ମ୍ୟାଚ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ…

ବେଟି ବଚାଓ କେବଳ ମିଥ୍ୟା ପ୍ରଚାର, ଦେଶର ଝିଅମାନଙ୍କ ଉପରେ ଅଚ୍ୟାଚାର କରୁଛି ବିଜେପି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦିଲ୍ଲୀରେ ଜନ୍ତର ମନ୍ତରରେ ଆନ୍ଦୋଳନରତ କୁସ୍ତି ଯୋଦ୍ଧାଙ୍କ ସହ ଦିଲ୍ଲୀ ପୁଲିସର ମାର୍‌ପିଟ୍‌ ଘଟଣାକୁ ନିନ୍ଦା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି ରାହୁଲ। ଦେଶର ଖେଳାଳିଙ୍କ ସହ ଏମିତି ବ୍ୟବହାର ଲଜ୍ଜାଜନକ ବୋଲି ରାହୁଲ…

ବାୟୁ ସେନାର ନୂଆ ଉପମୁଖ୍ୟ ହେଲେ ଆଶୁତୋଷ ଦୀକ୍ଷିତ

ନୂଆଦିଲ୍ଲୀ: ବାୟୁସେନାର ନୂଆ ଉପମୁଖ୍ୟ ଭାବେ ନିଯୁକ୍ତ ହେଲ ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତ। ଗୁରୁବାର ତାଙ୍କୁ ଏହି ପଦରେ ନିଯୁକ୍ତି ମିଳିଛି। ବାୟୁସେନାର ଅଧୁନିକୀକରଣ ଦାୟିତ୍ୱ ତାଙ୍କୁ ଦିଆଯାଇଛି। ଏନେଇ ଖବର ସରବରାହ ସଂସ୍ଥଆ ଏଏନ୍‌ଆଇ ଟ୍ୱିଟ୍ କରି ସୂଚନା ଦେଇଛି। ସେ ଟ୍ୱିଟ୍ କରି…

ଆସନ୍ତା ୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା: ଏହି ସବୁ ସ୍ଥାନ ପାଇଁ ସତର୍କ ସୂଚନା ଜାରି କଲା ଆଇଏମଡି

ଭୁବନେଶ୍ୱର:ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଆସନ୍ତା ୨ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରିଛି । ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧାକୁ ଏହି ସତର୍କ ସୂଚନା ଜାରି କରାଯାଇଛି । ଆଇଏମଡି ପକ୍ଷରୁ କୁହାଯାଇଛି, ଆସନ୍ତା ୨ ଘଣ୍ଟା ଭିତରେ ହାଲକାରୁ ମଧ୍ୟମ ଧରଣର ବର୍ଷା…