Latest Odisha News

ସମ୍ବଲପୁର ହିଂସାକୁ ନେଇ ପରୋକ୍ଷରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର: ସମ୍ବଲପୁର ହିଂସା ପ୍ରସଙ୍ଗରେ ବିଜେଡି ପ୍ରେସମିଟ୍ କରି ବିଜେପି ଉପରେ ଅସନ୍ତୋଷ ଝାଡିବା ବେଲେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚେଷ୍ଟା କରିଛି ବିଜୁ ଜନତା ଦଳ। ଯଦିଓ ନା ନେଇ ନାହାନ୍ତି ହେଲେ ପରୋକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ସାଂସଦ…

କଳିଙ୍ଗାୟନ ତୌର୍ଯ୍ଯତ୍ରିକମ୍ ପକ୍ଷରୁ ‘ଆନନ୍ଦ ଉତ୍ସବ- ୨୦୨୩’ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶୀ ନୃତ୍ଯାନୁଷ୍ଠାନ କଳିଙ୍ଗାୟନ ତୌର୍ଯ୍ଯତ୍ରିକମ୍ ପକ୍ଷରୁ ପଞ୍ଚଦଶତମ ଆନନ୍ଦ ଉତ୍ସବ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଅଡିଟୋରିଅମରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଖଣ୍ଡପଡାର ପ୍ରାକ୍ତନ ବିଧାୟକ ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ ମୁଖ୍ୟ ଅତିଥି, ବିଶିଷ୍ଟ ଓଡିଶୀ…

ପ୍ରୟାଗରାଜରେ ଶାଇସ୍ତା; ଗିରଫ ପାଇଁ ପୋଲିସର ଅଭିଯାନ ଆରମ୍ଭ

ପ୍ରୟାଗରାଜ: ଉମେଶପାଲ ହତ୍ୟାକାଣ୍ଡ ଡଷଯନ୍ତ୍ରରେ ସାମିଲା ତଥା ୫୦ ହଜାର ପୁରସ୍କାର ଘୋଷଣା କରାଯାଇଥିବା ଶାଇସ୍ତା ପରବିନ ଖୁବ ଶୀଘ୍ର ଗିରଫ ହେବ  । ଶାଇସ୍ତା ପରବିନ ପ୍ରୟାଗରାଜରେ ରହିଛି । ଏପରି ତଥ୍ୟ ଲାଗିଛି ପୋଲିସ ହାତରେ । ଏହି ଖବର ମିଳିବା ପରେ ପୋଲିସ ଏକ ବଡ ଅପରେଶନ ଆରମ୍ଭ କରି…

ସମ୍ବଲପୁର ହିଂସା ପରିଦର୍ଶନ ପାଇଁ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଆସିବା ପୂର୍ବରୁ ବର୍ଷିଲା ବିଜେଡି

ଭୁବନେଶ୍ୱର: ଆସନ୍ତାକାଲି ସମ୍ବଲପୁର ଯାଇ ହିଂସା କିପରି ହେଲା ତାର ଏକ ଅନୁଧ୍ୟାନ କରିବ ବିଜେପି ସଭାପତି ଜେପି ନଡ୍ଡାଙ୍କ ଦ୍ୱାରା ଗଠିତ କେନ୍ଦ୍ରୀୟ ଟିମ୍। ଏହାପୂର୍ବରୁ ବିଜେପିକୁ ଟାର୍ଗେଟ କରି ବର୍ଷିଛନ୍ତି ରାଜ୍ୟ ବିଜେଡିର ବରିଷ୍ଠ ନେତା ତଥା ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ।…

ପରଲୋକରେ ବିଶିଷ୍ଟ ସାମ୍ବାଦିକ ବାସୁଦେବ ମହାପାତ୍ର

ଭୁବନେଶ୍ୱର:ବିଶିଷ୍ଟ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କର ଆଜି ପରଲୋକ ହୋଇ ଯାଇଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଜନ୍ମ ନେଇଥିବା ବାସୁଦେବ ତାଙ୍କର କ୍ୟାରିୟର ଖବରକାଗଜରୁ ଆରମ୍ଭ କରିଥିଲେ । ସେ ଧରିତ୍ରୀ ସମେତ ବହୁ ଓଡ଼ିଆ ଖବର କାଗଜରେ କାମ କରିଛନ୍ତି ।ସେ କିଛି ଦିନ ପାଇଁ ନକ୍ଷତ୍ର…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୨)

ମୂଳ ଇଂରାଜୀ : ଅନନ୍ତିନୀ 'ଝୁମ୍ପା' ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଏକଥା ମୁଁ ଜାଣେ ଅକ୍ଷରା, କିନ୍ତୁ କ'ଣ କରିବା? ଆମକୁ ଯିବାକୁ ହିଁ ପଡ଼ିବ । ମୋ' ହାତରେ କିଛି ନାହିଁ । ଆର୍କିଟେକ୍‌ଚର୍ । ଭାରତ ଦାୟିତ୍ୱରେ ଥିବା ଲୋକଟା ଅ୍ରତ୍ୟାଶିତ ଭାବରେ ଇସ୍ତଫା ଦେଇଦେବାରୁ, ତୁରନ୍ତ…

ଝାରସୁଗୁଡା ଉପ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା: ଇସ୍ତଫା ଦେଲେ ଜିଲ୍ଲା ସଭାପତି

ଝାରସୁଗୁଡା: ଉପ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଜୋରଦାର ଝଟକା ।   ଝାରସୁଗୁଡା ଉପ-ନିର୍ବାଚନ ପୂର୍ବରୁ  ନିଜ ପଦରୁ ଇସ୍ତଫା ଦେଇଛନ୍ତି ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ମିଶ୍ର । ସେ ତାଙ୍କ   ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଏଆଇସିସି ସଭାପତିଙ୍କ…

 ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ଓଡ଼ିଶାର ଦେବଦତ୍ତ ଚାନ୍ଦ

ଭୁବନେଶ୍ୱର: ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ବଲାଙ୍ଗୀର ଜିଲ୍ଲା ଦେବଦତ୍ତ ଚାନ୍ଦ । ନିଯୁକ୍ତି କମିଟି କ୍ୟାବିନେଟରେ ତାଙ୍କ ନାଁକୁ ମଞ୍ଜୁରି ମିଳିଛି । ବଲାଙ୍ଗୀର ଜିଲ୍ଲା ପ୍ୟାଲେସ ଲାଇନର ଦେବଦତ୍ତ ଚାନ୍ଦ ବ୍ୟାଙ୍କ ଅଫ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ…

କର୍ଣ୍ଣାଟକ ପାଇଁ ନିର୍ବାଚନ ଇସ୍ତାହାର ଜାରି କଲା ବିଜେପି; ୟୁନିଫର୍ମ ସିଭିଲ୍ କୋଡ୍‌ ପାଇଁ ଗଠନ ହେବ କମିଟି

କର୍ଣ୍ଣାଟକ: କର୍ଣ୍ଣାଟକ ନିର୍ବାଚନ ପାଇଁ ଆଉ ମାତ୍ର ୯ ଦିନ ରହିଥିବା ବେଳେ ନିର୍ବାଚନ ଇସ୍ତାହାର ଜାରି କଲା ବିଜେପି। ମେ ୧୦ରେ ନିର୍ବାଚନ ହେବାକୁ ଥିବା ବେଳେ କର୍ଣ୍ଣାଟକବାସୀଙ୍କୁ ଲୋଭ ଦେଖାଇବାକୁ ଇସ୍ତାହାରରେ ପୂରା ଚେଷ୍ଟା କରିଛି ଦଳ। ପ୍ରଜା ଧ୍ୱନୀ ନାଁରେ ଜାରି ହୋଇଥିବା ନିର୍ବାଚନୀ…

ସକାଳୁ ସକାଳୁ ଫୁଟିଲା ଗୁଳି; ଚାଲିଗଲା ବ୍ୟବସାୟୀଙ୍କ ଜୀବନ

ବଡବିଲ: ସକାଳୁ ସକାଳୁ ବିଚ୍ ରାସ୍ତାରେ ଫୁଟିଲା ଗୁଳି । ଟଳିପଡିଲେ ଯୁବକ । ଘଟଣାସ୍ଥଳରେ ଚାଲିଗଲା ଯୁବକଙ୍କ ଜୀବନ । ଏମିତି ଘଟଣା କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳରେ  । ସକାଳୁ ସକାଳୁ ଦୁର୍ବୃତ୍ତଙ୍କ ଗୁଳିମାଡରେ  ବ୍ୟବସାୟୀ ସୁନୀଲ ସିହ୍ନାଙ୍କର ମୃତ୍ୟୁ ଘଟିଛି । ସେହିଭଳି ଘଟଣା ସ୍ଥଳରେ…