Latest Odisha News

BREAKING NEWS

ଦାନ୍ତରେ ଯନ୍ତ୍ରଣା ହେଉଛି କି ? ଆପଣାନ୍ତୁ ଏହି ଉପାୟ

ଅନେକ ସମୟରେ ଦାନ୍ତରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ଯନ୍ତ୍ରଣା ସହିବା ଭାରି କଷ୍ଟ । ଯେତେବେଳେ ଦାନ୍ତରେ ଯନ୍ତ୍ରଣା ହୁଏ, କଥା ହେବା, ଖାଇବା ପିଇବା କଷ୍ଟକର ହୋଇଯାଏ । ବେଳେବେଳେ ଯନ୍ତ୍ରଣା ଏତେ ଭୟଙ୍କର ହୁଏ ଯେ, ପୁରା ପାଟି ଫୁଲି ଯାଏ । ଦାନ୍ତରେ କିଛି ଲାଖିଥିଲେ କିମ୍ବା ଥଣ୍ଡା କି…

ଆଜିି ଭୁବନେଶ୍ୱରରେ ଜି -୨୦ ବୈଠକ, ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ’ର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଠାରେ ଜି-୨୦ ‘ଶିକ୍ଷା ଓ୍ୱାର୍କିଂ ଗ୍ରୁପ’ର ତୃତୀୟ ବୈଠକ ବସିବ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର  ଆଇଏମଏମଟି ପରିସର ଠାରେ ଆୟୋଜିତ ଜି-୨୦ ଭାରତ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା’ ପ୍ରଦର୍ଶନୀର…

କୁଇ ଭାଷାରେ ପାଠ ପଢାଇବାକୁ ଲକ୍ଷ୍ୟ, ଏନସିଇଆରଟିର ୧୦ ଜଣିଆ କମିଟି ଗଠିତ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ କ୍ରମେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଚଳିତ ‘କୁଇ ତଥା ଦେଶୀଆ’ ଭାଷାରେ ଶିକ୍ଷାଦାନ ଓ ଶିକ୍ଷା ଆହରଣ ନିମନ୍ତେ ଏନସିଇଆରଟି ପକ୍ଷରୁ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ପାଇଁ ୧୦ ଜଣିଆ କମିଟି ଗଠନ…

ଉପସ୍ଥାନ କମ୍ ଥିବା ଦର୍ଶାଇ ବନ୍ଦ ହେଲା ସ୍କୁଲ୍ , ୫-ଟି ପଦକ୍ଷେପ ଉପରେ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍ ଥିବା ଦର୍ଶାଇ ଗୋଟିଏ  ୫-ଟି ସ୍କୁଲ ବନ୍ଦ କରିଛନ୍ତି ସରକାର। ରାଜଧାନୀର ୟୁନିଟ୍-୨ସ୍ଥିତ ଏହି ସରକାରୀ ଉଚ୍ଚ ବିଦ୍ୟାଳୟର ନବୀକରଣ କରାଯାଇ ୪୫ ଲକ୍ଷ ଟଙ୍କା ବ୍ୟୟରେ ସ୍ମାର୍ଟ ସ୍କୁଲରେ ପରିଣତ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୫କୁ…

ବଦଳି ନୀତିରେ ଉଲ୍ଲଂଘନ ଅଭିଯୋଗ, ଶାସକ ଦଳକୁ ଘେରିଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର: ତିନି ବର୍ଷ ପରେ ବଦଳି ହେବା ନିୟମକୁ ବେଖାତିର କରି ଓଡିଶାର ରାଜସ୍ୱ ବିଭାଗ ଅନେକ ବର୍ଷ ଧରି ଗୋଟିଏ ସ୍ଥାନରେ ଅଧିକାରୀ ଓ କର୍ମଚାରୀକୁ ପଦବୀରେ ବସାଇଥିବା ଅଭିଯୋଗ ହୋଇଛି। ବରିଷ୍ଠ ଅଧିକାରୀ, କିରାଣୀ ଓ ସହାୟକଙ୍କ ବଦଳି ନୀତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଯୁଗ୍ମ ସଚିବ ଏକ…

ଜେଲରୁ ମୁକୁଳିବା ପରେ ଯୁବମୋର୍ଚ୍ଚାର ନେତାଙ୍କୁ ରାଲି କରି ପାଛୋଟି ନେଲା ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପିର ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ଏବଂ ଅନ୍ୟ ୨୧ ଜଣ ଜେଲରୁ ମୁକୁଳିଛନ୍ତି । ଶନିବାର ଝାରପଡ଼ା ଜେଲ ପାଖରୁ ବିଜେପି ପାର୍ଟି ଅଫିସ୍ ଯାଏଁ ରାଲିରେ ଆସିଥିଲେ। ଏହାପରେ ସମସ୍ତଙ୍କୁ  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସ୍ବାଗତ କରିଥିଲେ। ନବ ଦାସ…

ଆଲିଆଙ୍କ ଚପଲ ଉଠାଇଲେ ରଣବୀର, ଭାଇରାଲ ହେଲା ଭିଡିଓ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଚପଲ ଉଠାଇ ଏବେ ଚର୍ଚ୍ଚାରେ ଅଭିନେତା ରଣବୀର କପୁର । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ନିକଟରେ ମୃତ୍ୟୁବରଣ କରିଥିବା ଗାୟକ, ନିର୍ମାତା ପାମେଲା ଚୋପ୍ରାଙ୍କୁ ଶ୍ରଦ୍ଧାଞ୍ଜଳି…

ଇଦ୍‌ରେ କମାଲ କଲାନି ସଲମାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’

ମୁମ୍ବାଇ: ବଲିଉଡ଼ର ଭାଇଜାନ ସଲମାନ ଖାନ୍ ପ୍ରତିବର୍ଷ ଇଦ୍ ଅବସରରେ ତାଙ୍କ ପ୍ରଶଂସକମାନଙ୍କୁ ନୂଆ ଫିଲ୍ମ ଉପହାର ଦେଇଥାନ୍ତି । ଏଥର ମଧ୍ୟ ସଲମାନ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି । ଦୀର୍ଘଦିନ ଧରି ପ୍ରଶଂସକମାନେ ଅପେକ୍ଷା କରିଥିବା ଫିଲ୍ମ ‘କିସି କା ଭାଇ କିସି କି ଜାନ' ଶୁକ୍ରବାର…

ହଜିଗଲା ଝିଅର ଟେଡ଼ି ବିୟର: ଦୋକାନ ବାହାରେ ପୋଷ୍ଟର ଲଗାଇଲେ ବାପା

ବ୍ରିଟେନ୍‌:ପିଲାମାନେ ଯାହା କରନ୍ତି ସେଥିରେ ସବୁ ବାପାମାଆ ଖୁସି ହୁଅନ୍ତି । ପିଲାମାନଙ୍କର ସବୁକିଛି ଜିନିଷକୁ ସୁରକ୍ଷିତ ରଖିବାକୁ ଚାହାଁନ୍ତି ପ୍ରତ୍ୟେକ ବାପାମାଆ । ଯଦି ପିଲାଙ୍କର କୌଣସି ପ୍ରିୟ ଜିନିଷ ହଜିଗଲେ ପ୍ରତ୍ୟେକ ବାପାମାଆ ବ୍ୟସ୍ତ ହୋଇପଡ଼ନ୍ତି । ବ୍ରିଟେନ୍‌ର ଜଣେ ବ୍ୟକ୍ତି ନିଜ…

ସ୍କଟ୍ ପିନ୍ଧି ଷ୍ଟେସନରେ ବୁଲିଲେ ଦୁଇ ଯୁବକ, ଯିଏ ଗଲା ସେ ଚାହିଁଲା

ନୂଆଦିଲ୍ଲୀ: ଆଜିକାଲି ଯୁବକମାନେ ସୋସିଆଲ ମିଡ଼ିଆରେ ପରିଚିତ ହେବା ପାଇଁ କିଛି ବି କରିବାକୁ ପଛାଉନାହାନ୍ତି । ଏମିତି କିଛିି କଣ୍ଟେଣ୍ଟ୍ ବାଛୁଛନ୍ତି, ଯେଉଁଥିରେ ବେଶୀ ଭିୟୁଅର୍ସ ମିଳିପାରିବ । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ,ଯେଉଁଥିରେ ଦୁଇ ଜଣ ଯୁବକ ଝିଅଙ୍କ ପରି ସ୍କଟ୍ ପିନ୍ଧି…