ବିଜେପି ମୋ ଉପରେ ୨୪ ଘଣ୍ଟିଆ ନଜର ରଖିଛି-ରାହୁଲ
ନୂଆଦିଲ୍ଲୀ: ରାହୁଲଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା । ମୋଦି ସାଂଜ୍ଞାକୁ ନେଇ ଆପତ୍ତିଜନକ କଥା କହିବା ପରେ ରାହୁଲ ନିଜ ସଦସ୍ୟତା ହରାଇଲେ ସତ କିନ୍ତୁ ଢେର ନାଁ କମେଇଲେ । ତାଙ୍କ ସଦସ୍ୟ ପଦ ରଦ୍ଦ ହେଲା । ସରକାରୀ ବାସଭବନ ଛାଡିବା ପାଇଁ ନିର୍ଦ୍ଦେଶ ବି ଦିଆଗଲା । ଏସବୁ ପରେ ରାହୁଲଙ୍କ…