Latest Odisha News

BREAKING NEWS

ପଞ୍ଜାବକୁ ହରାଇ ଚଳିତ ଆଇପିଏଲରେ ହାଇଦ୍ରାବାଦ ବିଜୟ ଅଭିଯାନ ଆରମ୍ଭ କଲା

ହାଇଦ୍ରାବାଦ: ଶେଷରେ ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି। ଲଗାତର ଦୁଇଟି ମ୍ୟାଚ୍ ହାରିବା ପରେ ରବିବାର ପ୍ରଥମ ବିଜୟ ହାସଲ କରିଛି। ଶିଖର ଧାୱନଙ୍କ ଏକ ସ୍ମରଣୀୟ ଇନିଂସ ପଞ୍ଜାବ କିଙ୍ଗସକୁ ଜିତାଇବାରେ ବିଫଳ ହୋଇଛି। ​​କି ହାଇଦ୍ରାବାଦର ମୟଙ୍କ…

ଦିଲ୍ଲୀରେ ବଢୁଛି କରୋନା: ୬୯୯ ନୂଆ ସଂକ୍ରମିତ ଚିହ୍ନଟ, ୪ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରବିବାର ଦିନ ଦିଲ୍ଲୀରେ ୬୯୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ତଥ୍ୟ ଅନୁଯାୟୀ ରାଜଧାନୀରେ କରୋନା…

୧୨ ବର୍ଷରେ ବଡ଼ିବିଲଡ଼ର: ଏଥିପାଇଁ କରନ୍ତି କଠିନ ପରିଶ୍ରମ

ବ୍ରାଜିଲ: ସୁନ୍ଦର ବଡ଼ି ତିଆରି କରିବା ଆଦୌ ସହଜ କଥା ନୁହେଁ । ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼େ । ଘଣ୍ଟା ଘଣ୍ଟା ଧରି ଜିମ୍‌ରେ ସମୟ ବିତାଇବା ସହ ସେହି ଅନୁସାରେ ଖାଦ୍ୟ ମଧ୍ୟ ଖାଇବାକୁ ପଡ଼େ । ତେବେ ଯୁବ ବୟସର ସୁନ୍ଦର ବଡ଼ି ପାଇଁ ଜିମ୍ ଯିବା ଏକ ସାଧାରଣ କଥା । କିନ୍ତୁ ମାତ୍ର ୧୨ ବର୍ଷ…

୪ ନକଲି ମାଓବାଦୀ ଗିରଫ, ବଟି ଆଦାୟ କରିବା ସହ ଦେଉଥିଲେ ଧମକ ଚମକ

କୋରାପୁଟ: କୋରାପୁଟରେ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ନକଲି ମାଓବାଦୀଙ୍କ ମଧ୍ୟରୁ ଜଣେ ମହିଳା ରହିଛନ୍ତି। ଏମାନେ ମାଓବାଦୀ ନାଁରେ ବିଭିନ୍ନ ସ୍ଥାନରୁ ଦାଦାବଟି ଆଦାୟ କରିବା ସହ ଧମକ ଚମକ ଦେଉଥିବାର…

ପ୍ରଧାନମନ୍ତ୍ରୀ ୟୁବା ମେଣ୍ଟର୍‌ସିପ୍ ପ୍ରାପ୍ତ ଡିଲେଶ୍ଵର ରଣାଙ୍କ ଉପନ୍ୟାସ ‘ମେଳିଭୂଇଁ’ ଉନ୍ମୋଚିତ

ପ୍ରଧାନମନ୍ତ୍ରୀ ୟୁବା ମେଣ୍ଟର୍‌ସିପ୍ ପ୍ରାପ୍ତ ଡିଲେଶ୍ଵର ରଣାଙ୍କ ଉପନ୍ୟାସ 'ମେଳିଭୂଇଁ' ଉନ୍ମୋଚିତ ଭବାନୀପାଟଣା : ଜୀବନଶୈଳୀ ଓ ସାହିତ୍ୟକୁ ନେଇ କାର୍ଯ୍ୟରତ ଅନୁଷ୍ଠାନ ଲାଇଫରେଚର୍ ଆନୁକୂଲ୍ୟରେ, ପ୍ରଧାନମନ୍ତ୍ରୀ ୟୁବା ମେଣ୍ଟର୍‌ସିପ୍ ପ୍ରାପ୍ତ ଯୁବ କଥାକାର ଡିଲେଶ୍ଵର ରଣାଙ୍କ ଉପନ୍ୟାସ…

ବାଣ ବିସ୍ଫୋରଣରେ ବାପା ମୃତ, ଝିଅ ଗୁରୁତର ଭାବେ ଏସସିବି ସ୍ଥାନାନ୍ତର

ଯାଜପୁର: ରବିବାର ସନ୍ଧ୍ୟାରେ ବାଣ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅଳକୁଣ୍ଡା ଥାନା ଅନ୍ତର୍ଗତ ବାସୁଦେବପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାଁର କାଳନ୍ଦୀ ମଲ୍ଲିକ ନାମକ ଏହି ବ୍ୟକ୍ତି ବାଣ…

ଗ୍ଲାମରସ୍ ଲୁକ୍‌ରେ ମହିଳା ପୋଲିସ୍ : ଲୋକେ ଭେଟିବାକୁ ଏତେ ବ୍ୟାକୁଳ ଯେ ଅପରାଧ ଘଟାଇବାକୁ ପ୍ରସ୍ତୁତ

କଲମ୍ବିଆ: ଦୁନିଆରେ ଏପରି ଅନେକ ବୃତ୍ତି ଅଛି ଯେଉଁଥିରେ ଗ୍ଲାମରସ୍ ଦେଖାଯିବାର କୌଣସି ସୁଯୋଗ ନାହିଁ । ପୋଲିସ ଚାକିରି ସେଥିମଧ୍ୟରୁ ଗୋଟିଏ । ପୋଲିସ କର୍ମଚାରୀଙ୍କୁ ଅଧିକାଂଶ ସମୟ ୟୁନିଫର୍ମରେ ରହିବାକୁ ପଡ଼ିଥାଏ । ବାକି ସମୟ ସେମାନେ ଆରାମ କରିବାକୁ ଚାହାଁନ୍ତି । କିନ୍ତୁ କଲମ୍ବିଆର ଜଣେ…

ହୋଟେଲର ଅଜବ ନିୟମ: ୯୦ ମିନିଟରେ ଶେଷ କରିବାକୁ ପଡ଼ିବ ପୁରା ଖାଦ୍ୟ

ନ୍ୟୁୟର୍କ: ଅଧିକାଂଶ ଲୋକ ହୋଟେଲରେ ଖାଇବାକୁ ପସନ୍ଦ କରିଥାନ୍ତି । ସେଥିଲାଗି କେହି ନିଜ ପରିବାର ସହିତ ଯାଉଥିବା ବେଳେ ଆଉ କିଏ ନିଜ ସାଙ୍ଗମାନଙ୍କ ସହ ଯାଇଥାନ୍ତି । କିଛି ସମୟ ଏକାଠି ବସି କଥାବାର୍ତ୍ତା କରିବା ସହ ଫଟୋ ମଧ୍ୟ ଉଠାଇଥାନ୍ତି । କିନ୍ତୁ ଆମେରିକାର ନ୍ୟୁୟର୍କ ସିଟିର ହୋଟେଲଗୁଡ଼ିକ…

୬ ବର୍ଷ ପରେ ଛୋଟ ପରଦାକୁ ଫେରିବେ କୁଶାଲ ଟଣ୍ଡନ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା କୁଶାଲ ଟଣ୍ଡନ୍ ୬ ବର୍ଷ ପରେ ପୁଣି ଛୋଟ ପରଦାକୁ ଫେରୁଛନ୍ତି । ଦୀର୍ଘ ସମୟ ଧରି ଛୋଟ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସୋସିଆଲ ମିଡ଼ିଆରେ କିନ୍ତୁ ସକ୍ରୀୟ ଥିଲେ । କୁଶାଲ ଫେରିବା ଖବର ପାଇବା ପରେ ତାଙ୍କୁ ପରଦାରେ ଦେଖିବା ପାଇଁ ପ୍ରଶଂସକମାନେ…

ଆଇଏନଏସ ବିକ୍ରାନ୍ତକୁ ମିଳିଲା ପାରମ୍ପାରିକ ଘଂଟି

ନୂଆଦିଲ୍ଲୀ: ଭାରତର ପ୍ରଥମ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତରେ ଲାଗିଥିବା ପାରମ୍ପାରିକ ଘଂଟି ପୁନର୍ବାର ନୌସେନାକୁ ହସ୍ତାନ୍ତର କରାଯାଇଛି । ୧୯୬୧ରୁ ଏହି ଘଂଟି ୩୬ ବର୍ଷ ଧରି ନୌସେନାର ଅଂଶବିଶେଷ ଥିଲା । ଏବେ ଏହାକୁ ମେଡ ଇନ ଇଣ୍ଡିଆ ଏୟାରକ୍ରାଫ୍ଟ କ୍ୟାରିୟରକୁ ଫେରାଇ ଦିଆଯାଇଛି । ୧୯୬୧ରେ…