ଦେଶରେ ଦୈନିକ କରୋନା ସକ୍ରିୟ ସଂଖ୍ୟା ୫ ପ୍ରତିଶତରୁ ଅଧିକ; ଆଜି ବି ସଂକ୍ରମଣ ୬ ହଜାର ପାର୍
ନୂଆଦିଲ୍ଲୀ: ଦେଶରେ ଆଜି ଦୈନିକ କରୋନା ସଂକ୍ରମଣ ୬ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟାରେ ୬୧୫୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩୧,୧୯୪କୁ ବୃଦ୍ଧି ପାଇଛି। ସେହିପରି ଦୈନିକ ସଂକ୍ରମଣ ୫ ପ୍ରତିଶତକୁ ବୃଦ୍ଧି…