Latest Odisha News

ଦିଲ୍ଲୀରେ ବାଧ୍ୟତାମୂଳକ ହେଲା ମାସ୍କ; ଏହି ସବୁ ରାଜ୍ୟରେ ଲାଗୁ ହେଲା କଟକଣା

ନୂଆଦିଲ୍ଲୀ: ପୁଣି କାୟା ବିସ୍ତାର କରୁଛି କରୋନା । ଦୖନିକ ୩ ହଜାରରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଦିଲ୍ଲୀ ଏନସିଆରରେ ଦୈନିକ ୫୦୦ରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି । ହରିଆଣାରେ ମଧ୍ୟ କରୋନା ବଢୁଛି । ଏଠାରେ…

ପନ୍ତଙ୍କ ଜର୍ସି ଟାଙ୍ଗିବା ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଉପରେ ଅସନ୍ତୋଷ ବ୍ୟକ୍ତ କଲା ବିସିସିଆଇ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଆଘାତ ସମସ୍ୟା ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଖେଳୁ ନାହାନ୍ତି । ତେବେ ତାଙ୍କୁ ସମ୍ମାନ ଦେବା ପାଇଁ ଲକ୍ଷ୍ନୌ ସୁପରଜ୍ୟାଂଟସ ବିପକ୍ଷ ମ୍ୟାଚରେ ଦିଲ୍ଲୀ ଟିମ ଗ୍ରହଣ କରିଥିବା ପଦକ୍ଷେପ ବିସିସିଆଇକୁ ପସନ୍ଦ ଆସି ନାହିଁ ।…

ଭାରତ କମ୍ପାନୀ ପ୍ରସ୍ତୁତ ଆଇ ଡ୍ରପ ପକାଇ ଆମେରିକାରେ ୩ ମୃତ; ୮ ଜଣ ହରାଇଲେ ଦୃଷ୍ଟିଶକ୍ତି

ନୂଆଦିଲ୍ଲୀ: ଭାରତୀୟ ଔଷଧ କମ୍ପାନୀର ଏକ ଆଇ ଡ୍ରପ ଆମେରିକାରେ ହଇଚଇ ସୃଷ୍ଟି କରିଛି । ଏହି ଆଇଡ୍ରପ ବ୍ୟବହାର କରିବା ଦ୍ୱାରା ସେଠାରେ ୩ ଜଣଙ୍କ ମୃ୍ତ୍ୟୁ ଘଟିଥିବାବେଳେ ୮ ଜଣ ଦୃଷ୍ଟି ଶକ୍ତି ହରାଇଛିନ୍ତି । ଆମେରିକାରେ ଚିକିତ୍ସା ସେବା ଉପରେ ଦୃଷ୍ଟି ରଖିଥିବା ଏଜେନ୍ସି ଏହି ଆଇ ଡ୍ରପରେ…

ଇଡି, ସିବିଆଇର ଗିରଫଦାରୀକୁ ବିରୋଧ, ବୁଧବାର ପ୍ରଧାନ ବିଚାରପତି କରିବେ ଶୁଣାଣି

ନୂଆଦିଲ୍ଲୀ: ଇଡି ଏବଂ ସିବିଆଇ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ସେମାନଙ୍କ ନେତାଙ୍କୁ 'ମନଇଚ୍ଛା' ଗିରଫଦାରୀ ବିରୋଧରେ କଂଗ୍ରେସ ଏବଂ ଅନ୍ୟ ୧୩ ବିରୋଧୀ ଦଳଙ୍କ ଦ୍ୱାରା ମିଳିତ ଭାବେ ଦାୟର ହୋଇଥିବା ଏକ ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହେବାର ଅଛି। ମିିଳିଥିବା…

ସାଇ ବାବା ଭଗବାନ ନୁହେଁ କହି ଫସିଲେ ବାଗେଶ୍ବର ବାବା, ଥାନାରେ ମାମଲା

ମୁମ୍ବାଇ: ମଧ୍ୟପ୍ରଦେଶର ଛତ୍ରପୁର ବାଗେଶ୍ୱର ଧାମର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମୁମ୍ବାଇର ବାନ୍ଦ୍ରା ଥାନାରେ ତାଙ୍କ ବିରୋଧରେ ଏତଲା ହୋଇଛି। ନିକଟରେ ଧୀରେନ୍ଦ୍ର ଶାସ୍ତ୍ରୀ ସାଇ ବାବାଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିଲେ। ଏହପରେ ସାଇବାବାଙ୍କ…

ବଦଳିବ ଏନସିଆରଟିର ଦଶମରୁ ଦ୍ୱାଦଶ ଶ୍ରେଣୀ ପୁସ୍ତକ: ହଟିଯିବ ଏହି ସବୁ ବିଷୟ

ନୂଆଦିଲ୍ଲୀ: ନାଶନାଲ କାଉନସିଲ ଅଫ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ର ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ ବଦଳିଛି। ଦ୍ୱାଦଶ ଶ୍ରେଣୀର ପୁସ୍ତକରୁ ଅନେକ ବିଷୟକୁ ହଟାଇ ଦିଆଯାଇଛି । ବିଶେଷ କରି ଇତିହାସ, ନାଗରିକ ବିଜ୍ଞାନ, ହିନ୍ଦୀ ସିଲାବସରେ ପରିବର୍ତ୍ତନ କରାଯାଇଛି ।…

ଶିକାର କରିବାରେ ମାତିଛି ବାଘ ; ପୁଣି ଗୋଟିଏ ବାଛୁରୀକୁ ମାରି ଖାଇଲା 

ନୂଆପଡ଼ା: ଶିକାର କରିବାରେ ମାତିଛି ବାଘ। ଗୋଟିକ ପରେ ଗୋଟିଏ ବାଛୁରୀ କରୁଛି ଶିକାର । ଗୁହାଳେ ରଖେଇ ଦେଉନି ବାଛୁରୀ । ଭୟରେ ଦିନ କାଟୁଛନ୍ତି ଗ୍ରାମବାସୀ । ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ବାଘ ଆତଙ୍କ । ମଣିଷ ପରେ ଏବେ ବାଘ ଟାର୍ଗେଟରେ ବାଛୁରୀ । ଗତକାଲି ରାତିରେ ଚିଟିରାମ…

ପଶ୍ଚିମବଙ୍ଗରେ ପୁଣିଥରେ ହିଂସା: ଟ୍ରେନ ଉପରେ ପଥରମାଡ, ପ୍ରଭାବିତ ହେଲା ରେଳସେବା

କୋଲକାତା: ପଶ୍ଚିମବଙ୍ଗର ହାଓ୍ୱାଡାରେ ହିଂସା ହୋଇଥିଲା। ଏବେ ଏହି ହିଂସାକୁ ନେଇ ବିବାଦ ଉପୁଜିଥିବା ବେଳେ ଗତକାଲି ହୁଗୁଳି ଜିଲ୍ଲାର ରିସରାଠାରେ ଆଉ ଏକ ହିଂସା ଦେଖିବାକୁ ମିଳିଛି। ରିସରା ଥାନାରୁ କିଛି ଦୂରରେ ଥିବା ରେଳ ଫାଟକ ନମ୍ବର ୪ରେ ଏକ ପୋଲିସ୍ ଭ୍ୟାନରେ ନିଆଁ ଲାଗିଯାଇଥିଲା। ସେହି…

ବଲାଙ୍ଗୀରରେ ଶିକ୍ଷକ ଚାକିରିରେ ବି ଜାଲ୍ ସାର୍ଟିଫିକେଟ!

ବଲାଙ୍ଗୀର: ଜିଲ୍ଲାରେ ଜାଲ୍ ସାର୍ଟିଫିକେଟକୁ ନେଇ ଧରପଗଡ ଜୋରଦାର ଚାଲିଛି। ଡାକଘର ପରେ ସମବାୟ ବ୍ୟାଙ୍କ ଆଉ ଏବେ ଶିକ୍ଷକ ଚାକିରିରେ ବି କିଛି ବ୍ୟକ୍ତି ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ସୂଚନା ରହିଛି। ଯାହା ସମସ୍ତଙ୍କୁ ହତବାକ କରିଦେଇଛି। ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ…

ରିଚାର୍ଡ କିସ୍‌ ମାମଲାରେ ଶିଳ୍ପାସେଟ୍ଟୀଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ : ବହୁଚର୍ଚ୍ଚିତ ଅଭିନେତ୍ରୀ ଶିଳ୍ପାସେଟ୍ଟୀ । ନିଜର ଷ୍ଟାଇଲ୍‌ ଏବଂ ଗ୍ଲାମର ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ସେ ନିଜର ଫିଟ୍‌ନେସ ପାଇଁ ସାନ ଅଭିନେତ୍ରୀ ମାନଙ୍କୁ ପଛରେ ପକାଇ ଦିଅନ୍ତି । ବର୍ତ୍ତମାନ ତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ୨୦୦୭ରେ ହଲିଉଡ ତାରକା…