Latest Odisha News

BREAKING NEWS

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ

ଯାଜପୁର: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କୁ ବୁଧବାର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଜାନକୀ ବିଶ୍ୱାଳ ଆଜୀବନ ସଶ୍ରମ କାରାଦଣ୍ଡ (୨୦ ବର୍ଷ)ରେ ଦଣ୍ଡିତ କରିଛନ୍ତି। ଅକ୍ଟୋବର ୩୧, ୨୦୧୯ରେ ନାବାଳିକା ଜଣଙ୍କ ଘରୁ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବେଶ ପରମ୍ପରା ଆଲୋଚନା ଅବସରରେ ଆମେ ପର୍ଯ୍ୟାୟକ୍ରମରେ ଜାଣିଲେ ।କିଛି ଦୈନିକ ବେଶ, କିଛି ବର୍ଷ ମଧ୍ୟରେ ପଡୁଥିବା ବିଭିନ୍ନ ପର୍ବ ପର୍ବାଣୀ ଆଧାରିତ ବେଶ ଓ ଶେଷରେ…

୧୧ ହଜାର ୭୧୦ଟି ସ୍କୁଲରେ ଏବେ ବି ବିଜୁଳି ସଂଯୋଗ ହୋଇନି: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ୧୧ ହଜାର ୭୧୦ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଏଯାଏ ବିଜୁଳି କିମ୍ବା ସୋଲାର ପ୍ୟାନେଲ ସଂଯୋଗ ହୋଇ ନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହା କୁହାଯାଇଛି। ବିଧାନସଭାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି।…

ଶିଳ୍ପ ସମୃଦ୍ଧ ଜିଲ୍ଲାରୁ ପୁଣି ଆସିଲା ‘ନଗଡା’ର ଚିତ୍ର, ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

ଯାଜପୁର: ମାଟି ତଳେ କୋଟି କୋଟି ଟଙ୍କା, ହେଲେ ମାଟି ଉପରେ ଭୋକର ଭୋଗୋଳର ଚିତ୍ର। ଏହା ହେଉଛି ରାଜ୍ୟର ଶିଳ୍ପ ସମୃଦ୍ଧ ଜିଲ୍ଲା ଯାଜପୁରର ଚିତ୍ର। ନେତା ମନ୍ତ୍ରୀଙ୍କଠୁ ଆରମ୍ଭ କରି ବଡ଼ ବଡ଼ କମ୍ପାନୀ ଏହି ଜିଲ୍ଲାରେ ରହିଛନ୍ତି। କିନ୍ତୁ ସମାନ ଜିଲ୍ଲାରୁ ଅପପୃଷ୍ଟି ଆକ୍ରାନ୍ତ ଚିହ୍ନଟ…

ସରକାରୀ ସ୍କୁଲ ଗୁଡ଼ିକରେ ୫୦ ହଜାର ଶିକ୍ଷକ ପଦବୀ ପୂରଣ କରାଯିବ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖାଲିପଡ଼ିଥିବା ସରକାରୀ ବିଦ୍ୟାଳୟଗୁଡ଼ିକରେ ୫୩ ହଜାର ଶିକ୍ଷକ ପଦବୀ ପୂରଣ କରାଯିବ। ବୁଧବାର ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ସମୀର ଦାଶ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୨୦୨୬ ଶିକ୍ଷକ ଓ ୨୦୬୪…

ଲିଖିତ ଉତ୍ତର ପଢ଼ିବା ନେଇ ବିଧାନସଭାରେ ବାକ୍ ଯୁଦ୍ଧ, ମୁହାଁମୁହିଁ ହେଲେ ନିରଞ୍ଜନ-ନରସିଂହ

ଭୁବନେଶ୍ୱର: ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ବୁଧବାର ଓଡ଼ିଶା ବିଧାନସଭାରେ ହଟ୍ଟଗୋଳ କରିଛନ୍ତି। ମଙ୍ଗଳବାର ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲିଖିତ ବକ୍ତବ୍ୟ ପଢ଼ି ଆପତ୍ତି କରିବା, ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ପାଇଁ ଅନୁଦାନ ଆଲୋଚନା ଦାବି ଉପରେ ଉତ୍ତର ରଖିଥିଲେ।…

ଓଡ଼ିଶାରେ ଶତ ପ୍ରତିଶତ ବିଦ୍ୟୁତିକରଣ ସମ୍ପୂର୍ଣ୍ଣ କଲା ଭାରତୀୟ ରେଳବାଇ

ଭୁବନେଶ୍ୱର: ୨୦୩୦ ସୁଦ୍ଧା ନେଟ୍‌ ଜିରୋ କାର୍ବନ ଏମିଟର ବା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ନିମନ୍ତେ ଭାରତୀୟ ରେଳବାଇର ପ୍ରୟାସ ଜାରି ରହିଛି । ଏହି କ୍ରମରେ ଓଡ଼ିଶାରେ ସମସ୍ତ ବ୍ରଡ୍‌ ଗେଜ୍‌ ରେଳ ଲାଇନର ଶହେ ପ୍ରତିଶତ ବିଦ୍ୟୁତିକରଣ ସମ୍ପୂର୍ଣ୍ଣ ହୋଇଛି । ଓଡ଼ିଶାରେ ବର୍ତ୍ତମାନ…

ବଢ଼ୁଛି କରୋନା ସହିତ ଇନଫ୍ଲୁଏନଞ୍ଜା, ସାବଧାନ ଓ ସତର୍କ ରହିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଦେଶରେ କୋଭିଡ-୧୯ ଏବଂ ଇନଫ୍ଲୁଏଞ୍ଜାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ବୈଠକରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଲଜିଷ୍ଟିକ୍ସର ପ୍ରସ୍ତୁତି, ଟିକାକରଣ ଅଭିଯାନର ସ୍ଥିତି, ନୂଆ…

ସୋନୁ ନିଗମଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରି

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କ ଘରୁ ଚୋରି ହୋଇଛି । ତାଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡିଛି । ଏନେଇ ତାଙ୍କ ବାପା ଅଗମ କୁମାର ନିଗମ ଥାନାରେ ଅଭିଯୋଗ କରିଛନ୍ତି । ଘରର ପୂର୍ବତନ ଡ୍ରାଇଭରଙ୍କୁ ସେ ସନ୍ଦେହ କରୁଥିବା ପୋଲିସ ଆଗରେ କହିଛନ୍ତି । ମୁମ୍ବାଇର…

ଅପରାଧୀଙ୍କୁ ଧରୁଛି ଚଷମା : ଅପରାଧୀଙ୍କୁ ଦେଖିଲେ ବାଜି ଉଠିବ ଆଲାରାମ୍

ଚୀନ୍‌: ସମଗ୍ର ବିଶ୍ୱରେ ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ପ୍ରକାରର କୌଶଳ ବ୍ୟବହାର କରାଯାଉଛି । ଏହି ପ୍ରସଙ୍ଗରେ ଚୀନ୍ ଆଗରେ ରହିଛି । ଏଠାରେ ପୋଲିସକୁ ଏକ ବିଶେଷ ପ୍ରକାରର ଚଷମା ଦିଆଯାଇଛି ଯାହା ଅପରାଧୀଙ୍କୁ ଚିହ୍ନିଥାଏ । ଏହି ଚଷମା ସାମ୍ନାରେ ଜଣେ ଅପରାଧୀ ଆସିବା ମାତ୍ରେ ତୁରନ୍ତ ଏକ…