Latest Odisha News

BREAKING NEWS

କରୋନା ସଙ୍କଟ ବେଳେ ଶବସତ୍କାର ନିୟମ ମାନ

କଟକ: ରାଜ୍ୟରେ ହୁ ହୁ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକରେ ୫ଶହରୁ ଏକ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଭଳି ମହାମାରୀ ସମୟରେ ଶକସତ୍କାର ନିୟମ ମାନନ୍ତୁ ବୋଲି କୋଭିଡ ବୈଷୟିକ କମିଟି ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ।

ସେ କହିଛନ୍ତି, କୋଭିଡରେ ମୃତ ବ୍ୟକ୍ତିଙ୍କ ଶବସକ୍ରାର ସମୟରେ ନିୟମ ମାନନ୍ତୁ । ବର୍ତ୍ତମାନ ସମୟରେ ଭାବାବେଗ ଅପେକ୍ଷା ସୁରକ୍ଷା ଜରୁରୀ ଅଟେ। ପୂର୍ବରୁ ଶବସକ୍ରାର ନିୟମ ନମାନି କଟକରେ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପୂର୍ବରୁ ଏଭଳି ଅନେକ ଘଟଣାମାନ ମଧ୍ୟ ସାମ୍ନାକୁ ଆସିଛି। କୋଭିଡରେ ମୃତ୍ୟୁ ହୋଇଥିଲେ ଶବ ହାଇପୋକ୍ଲୋରାଇଡରେ ବିଶୋଧନ ହୁଏ । ମୃତଦେହକୁ ୨ ଲେୟାର ପ୍ରୋଟେକ୍ସନରେ ରଖାଯାଏ ବୋଲି ଡାକ୍ତର ଜୟନ୍ତ କହିଛନ୍ତି ।

Leave A Reply

Your email address will not be published.