ଖୋର୍ଦ୍ଧା: ଯେତେ ଖୋଳୁଛି ସେତେ ବାହାରୁଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ମାଇନର ଇରିଗେସନର ସହକାରୀ ଯନ୍ତ୍ରୀ ମନୋଜ କୁମାର ଦାଶଙ୍କ ଘରେ ହୋଇଥିଲା ଚଢାଉ । ଏଯାଏଁ ମିଳିଥିବା ତଥ୍ୟ ଅନୁସାରେ ମନୋଜଙ୍କର ୨୫.୧୦ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଅଛି । ଏକାଧିକ ବ୍ୟାଙ୍କରେ ସେ ଏତେ ପରିମାଣର ଟଙ୍କା ଡିପୋଜିଟ୍ ରଖିଛନ୍ତି । ୧୮ ଲକ୍ଷ ଟଙ୍କା ସେ ବୀମା କିସ୍ତି ଦେଉଛନ୍ତି । ଭୁବନେଶ୍ୱରରେ ଦୁଇ ମହଲା, କଟକରେ ଏକ ମହଲା ମାର୍କେଟ୍ କମ୍ପ୍ଲେକ୍ସ ରହିଛି । ଭୁବନେଶ୍ୱର,କଟକ ଓ ଆଠଗଡରେ ୪ଟି ପ୍ଲଟ୍ ରହିଛି । ତେବେ ଭିଜିଲାନ୍ସ ତଦନ୍ତ ଜାରି ରହିଥିବା ସୂଚନା ରହିଛି ।
BREAKING NEWS
- Explosion At NTPC Plant:କଣିହାଁ NTPC କୋଇଲା ବଙ୍କରରେ ବିସ୍ଫୋରଣ;୫ ଆହତ, ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ
- ୩୧ ରୁ ରତ୍ନଭଣ୍ଡାର ଗଣତି, ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
- Sugar Prices: କାହିଁକି ଉପରମୁହାଁ ଚିନି ଦର? ୬୦ ଛୁଇଁଲାଣି କିଲୋ! ସରକାର କହିଲେ ପ୍ରକୃତ କାରଣ…
- ପୁଣି ଖାକିରେ ଲାଗିଲା ଦାଗ! ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ସମ୍ପର୍କ, SIଙ୍କ ନାଁରେ ସଙ୍ଗିନ ଅଭିଯୋଗ
- Judicial Service: ଜଜ୍ ହେବାକୁ ଆଶାୟୀଙ୍କ ପାଇଁ ଖୁସି ଖବର, ନ୍ୟାୟିକ ସେବା ପରୀକ୍ଷା ପାଇଁ ଏଣିକି ୩ ନୁହେଁ, ଦରକାର ୧ ବର୍ଷର ଓକିଲାତି ଅନୁଭବ
- ଓଲା-ଉବେର-ରାପିଡୋ ପାଇଁ ଆସିଲା ନୂଆ ନିୟମ! ଏହି ଦିନରୁ ବଦଳିବ ଆପ୍ କ୍ୟାବ୍ ବ୍ୟବସ୍ଥା
- Adulterated Paneer: ଏବେ ଖାଇବେ କ’ଣ…କ’ଣ କିଣିବେ? ଭେଜାଲ ପନିର ନେଇ ତନାଘନା, ଓଡ଼ିଶାରେ ୪୦୦ କେଜି ଛେନା-ପନିର ନଷ୍ଟ
- Pranab Patnaik: ପଞ୍ଚଭୂତରେ ଲୀନ ସ୍ୱର କିମ୍ବଦନ୍ତୀ ପ୍ରଣବ ପଟ୍ଟନାୟକ, ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ
- ରାଜଧାନୀ ୧ ନମ୍ବର ହାଟରେ ପୁଣି ଅଗ୍ନିକାଣ୍ଡ: ଜଳିଗଲା ଏକାଧିକ ଦୋକାନ
- ସାଂସଦଙ୍କ ପୁଅ ଗାଡ଼ି ଧକ୍କାରେ ଓଡ଼ିଆ ଯୁବତୀ ମୃତ: ଗିରଫ ହେଲାନି ଅଭିଯୁକ୍ତ

Comments are closed.