Latest Odisha News

BREAKING NEWS

ଗମ୍ଭୀରଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ଓ ବିଜେପି ଏମପି ଗୌତମ ଗମ୍ଭୀର କରୋନା ସଂକ୍ରମିତ ହୋଇଛନ୍ତି । ସୋସିଆଲ ସାଇଟରେ ସେ ଏ ନେଇ ସୂଚନା ଦେଇଥିଲେ । ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ସେ ନିଜର କୋଭିଡ ୧୯ ଟେଷ୍ଟ କରାଇଥିଲେ, ଯାହାକି ପଜିଟିଭ ଆସିଛି । ମୁଁ ସୁସ୍ଥ ଅଛି ଏବଂ କୌଣସି ଚିନ୍ତାର କାରଣ ନାହିଁ ।

ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ତୁରନ୍ତ ସେମାନଙ୍କ ପରୀକ୍ଷା କରାଇ ନିଅନ୍ତୁ । ଗମ୍ଭୀର ଏବେ ନିଜକୁ ଆଇସୋଲେଟ କରିଛନ୍ତି । ଆଗାମୀ ଆଇପିଏଲରେ ସେ ଲକ୍ଷ୍ନୌ ସୁପର ଜ୍ୟାଟଂସର ମେଂଟର ଦାୟିତ୍ୱ ତୁଲାଇବେ ।

Comments are closed, but trackbacks and pingbacks are open.