ଭଞ୍ଜନଗର: ପୋଲିସ ହାତରେ ଧରାପଡିଲେ ୮ ଜୁଆଡି । ଗଂଜାମ ଜିଲ୍ଲା ଭଂଜନଗର ଭେଜିପୁଟ ପୋଖରୀ ନିକଟରେ ଥିବା ଏକ ବାଉଁଶ ବୁଦାମୂଳେ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରି ୮ ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୧୮ ହଜାର ୯୪୦ ଟଙ୍କା ଜବତ ହୋଇଛି । ସେପଟେ ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି ।
BREAKING NEWS
- ମାଟି ତଳୁ ହାତୀର ଗଳିତ ଶବ ତସ୍କର ଖୋଳିବା ଘଟଣା; ଆଉ ୩ ଗିରଫ, ହାତୀ ଦାନ୍ତ ଜବତ
- Premium Bikes: ଏହି ୩ ପ୍ରିମିୟମ୍ ବାଇକ୍ ୨୦୨୬ ଆରମ୍ଭରେ ଭାରତରେ ମାରିବେ ଏଣ୍ଟ୍ରି; ଦେଖନ୍ତୁ ଲିଷ୍ଟ…
- ‘Kapil shrama Show’: କାହିଁକି କପିଲ ଶର୍ମା ଶୋ ରୁ ବାଦ୍ ପଡ଼ିଲେ ସ୍ମୃତି ମନ୍ଧାନା?
- ଲିଷ୍ଟ ଏ କ୍ରିକେଟରେ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ରାଜେଶ
- ବିଜୟ ହଜାରେ ଟ୍ରଫି: ୮୪ ରନର ଟାର୍ଗେଟ ହାସଲ ପାଇଁ ନାକେଦମ ହେଲା ଓଡିଶା
- Indian Passport Ranks: ନୂଆବର୍ଷ ପୂର୍ବରୁ ଭାରତୀୟ ପାସପୋର୍ଟକୁ ଝଟକା, ପୂର୍ବ ଅପେକ୍ଷା ଆହୁରି…
- Imran khan wife tortured: ଇମ୍ରାନ ଖାନଙ୍କ ପତ୍ନୀଙ୍କୁ ଜେଲରେ ଦିଆଯାଉଛି ନିର୍ଯ୍ୟାତନା…
- କେବଳ ମଣିଷ ନୁହେଁ, ପିମ୍ପୁଡ଼ିମାନେ ମଧ୍ୟ ଡାକ୍ତରୀ ଅସ୍ତ୍ରୋପଚାର କରିପାରନ୍ତି; ଜାଣନ୍ତୁ କେମିତି…
- Odia YouTuber Gulua: ଶେଷରେ ସତ ମାନିଲେ ୟୁଟ୍ୟୁବର ମିଷ୍ଟର୍ ଗୁଲୁଆ
- ଏବେ ଆମେ ବିଜୁ ବାବୁ ଫର୍ମୁଲା ଆପଣେଇବୁ, ଦୁଇ ମୁଣ୍ଡିଆଙ୍କୁ ଛାଡିବୁ ନାହିଁ: ମୁନା ଖାଁ
Comments are closed.