ଭଞ୍ଜନଗର: ପୋଲିସ ହାତରେ ଧରାପଡିଲେ ୮ ଜୁଆଡି । ଗଂଜାମ ଜିଲ୍ଲା ଭଂଜନଗର ଭେଜିପୁଟ ପୋଖରୀ ନିକଟରେ ଥିବା ଏକ ବାଉଁଶ ବୁଦାମୂଳେ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରି ୮ ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୧୮ ହଜାର ୯୪୦ ଟଙ୍କା ଜବତ ହୋଇଛି । ସେପଟେ ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି ।
BREAKING NEWS
- ଅନ୍ନାମଲାଇଙ୍କ ନୂଆ ରାଜନୀତିକ ଚାଲ୍, କଲାମଙ୍କ ନାମରେ ତାମିଲନାଡୁରେ ନୂଆ ଆନ୍ଦୋଳନ
- ରାଜଧାନୀରେ ଛୁରାମାଡ, ୨ ଗୁରୁତର
- CJP protest: “ପଦ ଛାଡନ୍ତୁ ଶିକ୍ଷାମନ୍ତ୍ରୀ…”, ଜନ୍ତର ମନ୍ତରରେ ଗର୍ଜିଲେ କକ୍ରୋଚ୍; ସନ୍ଧ୍ୟା ୫ଟା ଯାଏଁ ପ୍ରତିବାଦ ପାଇଁ ପୋଲିସର ଅନୁମତି
- Annamalai’s ‘political movement’: ତାମିଲନାଡୁରେ ଅଡୁଆରେ ବିଜେପି, ହାତ ଛାଡି ଅନ୍ନାମଲାଇ ଗଢିଲେ “We the Leaders”, କିଛି ଘଣ୍ଟା ଭିତରେ ମିଳିଲା ଲକ୍ଷ ଲକ୍ଷ ସମର୍ଥନ
- ଯଦି କକ୍ରୋଚକୁ ଗିରଫ କର; ୪୨ ଦିନିଆ ଅନଶନ ଆରମ୍ଭ ହେବ, ଜାଣନ୍ତୁ କିଏ ଦେଲେ…
- ସକାଳୁ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜଧାନୀ
- Cockroach Janta Party protest: ଦିଲ୍ଲୀରେ ‘କକ୍ରୋଚ୍ ଜନତା ପାର୍ଟି’ ଫାଉଣ୍ଡର, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜନ୍ତରମନ୍ତର ମୁହାଁ କକ୍ରୋଚ୍…
- ‘Ocean of energy’ found: ତେଲ ଚିନ୍ତା ଗଲା! ପ୍ରାକୃତିକ ଗ୍ୟାସର ଭଣ୍ଡାର ଖୋଜି ପାଇଗଲା ଅଏଲ୍ ଇଣ୍ଡିଆ, ସମୁଦ୍ର ତଳେ ମିଳିଲା ଖଜାନା…
- ସାହାରା ମରୁଭୂମିରେ ଟ୍ରକ୍ ଅଚଳ, ଭୋକ ଶୋଷରେ ଗଲା ୫୦ ଜୀବନ
- ITDA ବାଲିଗୁଡ଼ା AEE ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
Comments are closed.