ବାରିପଦା : ଏକୁଟିଆ ମକର ବୁଡ଼ ପକାଇବାକୁ ଯାଇଥିବା ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ବାରିପଦାରୁ । ଏହି ଘଟଣାରେ ଟାଉନ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଯୁବତୀ ଜଣକ ଆଜି ଭୋରରୁ ଉଠି ଏକୁଟିଆ ମକର ବୁଡ ପକାଇବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ସାହିର ଦୁଇ ଯୁବକ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ ।
Comments are closed.