Latest Odisha News

BREAKING NEWS

ଖୋର୍ଦ୍ଧାରୁ ଜବତ ହେଲା ଗଞ୍ଜେଇ, ଜଣେ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧାସ୍ଥିତ ଅସରଲା ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି  ପ୍ରାୟ ୩୦ କେଜି ଓଜନର ଗଞ୍ଜେଇ ଜବତ କରିଛି।

ଏହି ଘଟଣାରେ ସମ୍ପୃକ୍ତି ଥିବା ନେଇ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଜଣଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ ଚଢ଼ାଉ ବେଳେ ତାଙ୍କ ନିକଟରୁ ଦୁଇ ଲକ୍ଷ ଛଅ ହଜାର ଟଙ୍କା ସହ ଏକ କାର ମଧ୍ୟ ଜବତ ହୋଇଛି।

ତେବେ ଏଯାବତ୍ ଗିରଫ ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିବା ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.