Latest Odisha News

BREAKING NEWS

ମାନ୍ଦାବସ୍ଥାରେ ପ୍ରବେଶ କରିଛି ବିଶ୍ୱ ଅର୍ଥନୀତି: ଆଇଏମଏଫ ମୁଖ୍ୟ

ୱାଶିଂଟନ: ବିଶ୍ୱର ଅର୍ଥବ୍ୟବସ୍ଥା ଉପରେ କରୋନାର ପ୍ରଭାବ । କରୋନା ମହାମାରୀ ଯୋଗୁଁ ବିଶ୍ୱ ଅର୍ଥବ୍ୟବସ୍ଥା ତଳକୁ ଖସିଯାଇଛି । ଦେଶଗୁଡିକର ବିକାଶ ପାଇଁ ବହୁଳ ମାତ୍ରାରେ ଆର୍ଥିକ ସହାୟତା କରିବାକୁ ପଡିବ ବୋଲି ଆଇଏମଏଫ ମୁଖ୍ୟ କ୍ରିଷ୍ଟଲିନା ଜର୍ଜିଭା କହିଛନ୍ତି ।

BjdElectrycity

କ୍ରିଷ୍ଟଲିନା ଜର୍ଜିଭା କହିଛନ୍ତି, “ଏହା ସ୍ପଷ୍ଟ ଯେ, ଆମେ ସେହି ଆର୍ଥିକ ମାନ୍ଦାବସ୍ଥାକୁ ପ୍ରବେଶ କରିଛୁ, ଯାହା ୨୦୦୯ ମସିହାର ବିଶ୍ୱ ଆର୍ଥିକ ସଙ୍କଟ ଠାରୁ ମଧ୍ୟ ଅଧିକ ଦୟନୀୟ । ଯେହେତୁ ବିଶ୍ୱ ଅର୍ଥବ୍ୟବସ୍ଥା ଭାଙ୍ଗି ପଡିଛି, ଉପରକୁ ଉଠୁଥିବା ସାରା ବିଶ୍ୱ ବଜାରକୁ ୨.୫ ଟ୍ରିଲିୟନ ଡଲାରର ଆବଶ୍ୟକତା ରହିଛି । ଅବସ୍ଥା ଖରାପ ହେବାରୁ ଆଇଏମଏଫକୁ ୮୦ରୁ ଅଧିକ ଦେଶ ଜରୁରୀ ସହାୟତା ମାଗିଛନ୍ତି ।”

Leave A Reply

Your email address will not be published.