Latest Odisha News

BREAKING NEWS

କରୋନା ପ୍ରକୋପ: ନିଜ ରେକର୍ଡ ଭାଙ୍ଗିଲା ଇଟାଲୀ, ୨୪ ଘଣ୍ଟାରେ ୯୧୯ ମୃତ

ରୋମ: ଘାତକ କରୋନାଭାଇରସ ଯୋଗୁଁ ଇଟାଲୀରେ ୨୪ ଘଣ୍ଟାରେ ୯୧୬ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହିତ ଇଟାଲୀରେ ମୃତ୍ୟୁ ସଂଖ୍ୟା ୯୧୩୪କୁ ପହଞ୍ଚିଛି ।

ମାର୍ଚ୍ଚ ୨୧ରେ ଇଟାଲୀରେ ଦିନକରେ ହୋଇଥିବା ମୃତ୍ୟୁ ସଂଖ୍ୟା ୭୯୩କୁ ଇଟାଲୀ ନିଜେ ଟପି ଯାଇଛି । କରୋନାରେ ଇଟାଲୀରେ ଗୁରୁବାର ଦିନ ୭୧୨ଜଣଙ୍କ ମୃତ୍ୟୁ ହୋଇଛି । ସେଭଳି ବୁଧବାର ଦିନ ୬୮୩, ମଙ୍ଗଳବାର ଦିନ ୭୪୩ ଓ ସୋମବାର ଦିନ ୬୦୨ଜଣଙ୍କ ମୃତ୍ୟୁ ହୋଇଛି ।

ଇଟାଲୀରେ ଇଟାଲୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦, ୫୩୯ରୁ ୮୬,୪୯୮ରେ ପହଞ୍ଚିଛି । କରୋନରୁ ୧୦,୯୫୦ଜଣ ସମ୍ପୁର୍ଣ୍ଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.