ପୁରୀ: ଧନ ଓ ବୈଭବର ଦେବୀ ହେଲେ ମାଆ ଲକ୍ଷ୍ମୀ । ମାଆଙ୍କୁ ସନ୍ତୁଷ୍ଟ କରିପାରିଲେ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ । ତେବେ ସନ୍ଧ୍ୟା ବେଳେ କେଉଁ କାର୍ଯ୍ୟ କଲେ ମାଆ ଲକ୍ଷ୍ମୀ ରାଗନ୍ତି ଆସନ୍ତୁ ସେ ବିଷୟରେ ଜାଣିବା ।
୧. ସନ୍ଧ୍ୟା ପରେ କାହାକୁ କ୍ଷୀର, ଦହି ଦେବା ଉଚିତ ନୁହେଁ । ଆପଣ ବାହାରୁ ଏହାକୁ ଘରକୁ ଆଣିପାରିବେ । ଏହାକୁ ସନ୍ଧ୍ୟା ପରେ ଦେଲେ ଲକ୍ଷ୍ମୀ ଠାକୁରାଣୀ ଅସନ୍ତୁଷ୍ଟ ହୋଇଥାନ୍ତି ।
୨. ସକାଳୁ ଯେପରି ପୂଜା ପୂର୍ବରୁ ଘର ଦ୍ୱାର ସଫା କରାଯାଏ, ସନ୍ଧ୍ୟା ପୂର୍ବରୁ ମଧ୍ୟ ଏହା କରିବା ଉଚିତ । ବିଶେଷ କରି ମୂଖ୍ୟ ଦ୍ୱାର ଯେପରି ଅପରିସ୍କାର ନ ରହିବ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ ।
୩. ରାତିରେ ରୋଷେଇ ଘର ସଫା ସୁତରା କରି ଶୋଇବାକୁ ଯିବା ଉଚିତ । ଅଇଁଠା ବାସନ ରାତିରେ ପଡି ରହିଲେ ଭାରି ଖରାପ ।
୪. ମାଆ ଲକ୍ଷ୍ମୀଙ୍କ କୃପାରୁ ଆମକୁ ଅନ୍ନ ମିଳିଥାଏ । ଏହାକୁ କେବେ ହେଲେ ହତାଦାର କରିବେ ନାହିଁ । ଖାଦ୍ୟ ଛାଡିବା ଓ ଫୋପାଡିଲେ ଧନ ଏବଂ ବୈଭବର ଅଭାବ ଦେଖା ଦେଇଥାଏ ।
୫. ଘରେ ମହିଳାଙ୍କୁ ଅପମାନିତ କଲେ ଲକ୍ଷ୍ମୀ ରୁଅନ୍ତି ନାହିଁ । ସନ୍ଧ୍ୟା ପୂଜାରେ ଲକ୍ଷ୍ମୀଙ୍କୁ ମିଠା ଦେବା ଉଚିତ ।
BREAKING NEWS
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
- ୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?
- ଓଡିଶାକୁ ଆଉ ନାହିଁ ମାଓ ବିପଦ
- Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ, କହିଲା, ‘୯୦ ମିନିଟର ଚିତ୍କାର…ଚମତ୍କାର…’
- ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍ବୋଟ୍ର ଶୁଭାରମ୍ଭ
- ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
Comments are closed.