ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କଷ୍ଟମ ବିଭାଗ ପୁଣିଥରେ ବିପୁଳ ପରିମାଣର ସୁନା ଜବତ କରିଛି ।
ସୂତ୍ରରୁ ପ୍ରକାଶ ଯେ ଜବତ ସୁନା ଗୁଡିକର ପରିମାଣ ପାଖାପାଖି ୩୪୦ ଗ୍ରାମ ହେବ । ଏଥିସହିତ ଜବତ ସୁନାର ବଜାର ମୂଲ୍ୟ ୧୦.୫୬ ଲକ୍ଷରୁ ଉଦ୍ଧ୍ୱ ହେବା ନେଇ ଜଣାପଡିଛି ।
ତେବେ ଏହି ସୁନା କ୍ୱାଲାଲମ୍ପପୁରରୁ ଚେନ୍ନାଇ ଯାଉଥିôବା ଜଣାପଡିଛି ଏବଂ ଏହି ମାମଲାରେ ୨ଜଣଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ କରାଯାଉଛି ।
Comments are closed.