Latest Odisha News

BREAKING NEWS

ଅଧିକ ଭଲ ହେବାରୁ ଗୁଗୁଲର କର୍ମଚାରୀଙ୍କୁ ରିଜେକ୍ଟ କଲା… 

ନୂଆଦିଲ୍ଲୀ: ଗୁଗୁଲରେ କାମ କରୁଥିବା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଏକ ପୋଷ୍ଟ ଭାଇରାଲ ହେଉଛି। ଅନୁ ଶର୍ମା ନାମକ ଗୁଗୁଲର କର୍ମଚାରୀ ତାଙ୍କ ପୋଷ୍ଟରେ ଦାବି କରିଛନ୍ତି ଯେ ଏକ କମ୍ପାନୀ ତାଙ୍କୁ ଚାକିରି ଦେବାକୁ ମନା କରିଦେଇଛି ଏବଂ ସେହି ଚାକିରି ପାଇଁ ସେ ଅଧିକ କ୍ବାଲିଫାଏ ବୋଲି କୁହାଯାଇଛି।

ଏହାର ଅର୍ଥ ସେ ଅଧିକ କ୍ବାଲିଫାଏ ହେବା କାରଣରୁ ତାଙ୍କୁ ରିଜେକ୍ଟ କରାଯାଇଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆ ୟୁଜର୍ସ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

ଅକ୍ଟୋବର ୧୭ରେ ଅନୁ ଏହି ପୋଷ୍ଟ ସେୟାର କରିଥିଲେ। ସେ ଏହି ପୋଷ୍ଟ କରିବା ସହ ଏକ କ୍ୟାପସନ ମଧ୍ୟ ଲେଖିଛନ୍ତି।

 

 

Comments are closed.