Latest Odisha News

BREAKING NEWS

୨୦୨୧ ପାଇଁ ଗୌରହରି ଦାସ ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର’

ଭୁବନେଶ୍ୱର : ସୃଜନ ଓ ଅନୁସୃଜନ ଉଭୟରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ ଅନୁବାଦ ପୁସ୍ତକ ‘ଛେଳି ଚରେଇବାର ଦିନ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ଗଳ୍ପ, ଉପନ୍ୟାସ, ନାଟକ ଓ ସ୍ତମ୍ଭ ଲେଖୁଥିବା ଲେଖକ ଶ୍ରୀ ଦାସ ଓଡ଼ିଆ ସାହିତ୍ୟ ଜଗତର ଏକ ସୁପାରିଛି ବ୍ୟକ୍ତିତ୍ୱ। ତାଙ୍କ ରଚିତ ପ୍ରାୟ ପଚାଶ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି । ପୂର୍ବରୁ ୨୦୦୧ ରେ ‘ନିଜ ସାଙ୍ଗେ ନିଜର ଲଢ଼େଇ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ୨୦୧୨ ମସିହାରେ ‘କଣ୍ଟା ଓ ଅନ୍ୟାନ ଗଳ୍ପ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ସାରିଛନ୍ତି ।

Leave A Reply

Your email address will not be published.