Latest Odisha News

BREAKING NEWS

ନଭେମ୍ବର ୩୦ ଯାଏଁ ବଢିଲା ଅନଲକ୍ ୫ ଗାଇଡଲାଇନ୍

ନୂଆଦିଲ୍ଲୀ: ଗତ ସେପ୍ଟେମ୍ବର ୩୦ରେ କେନ୍ଦ୍ର ଦ୍ବାରା ଜାରି କରାଯାଇଥିବା ଅନଲକ୍ ୫ ଗାଇଡଲାଇନକୁ ଆସନ୍ତା ନଭେମ୍ବର ୩୦ ଯାଏଁ ବଢାଯାଇଥିବା ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଦିନ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ କଣ୍ଟେନମେଣ୍ଟ ଜୋନ୍ ଥିବା ଅଞ୍ଚଳରେ ଆସନ୍ତା ନଭେମ୍ବର ୩୦ ଯାଏଁ ଲକଡାଉନ୍ ଜାରି ରହିବ।

ଅଧିକ ପଢନ୍ତୁ- ଆସିଲା ଅନଲକ୍ ୫.୦ ନିର୍ଦେଶାବଳୀ: ପଢନ୍ତୁ କ’ଣ ଖୋଲା, କ’ଣ ବନ୍ଦ

ସିନେମା ହଲ୍ ଗୁଡିକ ସେମାନଙ୍କର ବସିବାର କ୍ଷମତାର ୫୦% ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି।

Leave A Reply

Your email address will not be published.