ବରଗଡ଼ :ଧନ ତେରାସ ପୂର୍ବରୁ ସୁନା ଦୋକାନୀଙ୍କୁ ଝଟକା । ଟିକସ ଫାଙ୍କିବା ଅଭିଯୋଗରେ ଗହଣ। ଦୋକାନୀଙ୍କ ଘରେ ସିଟି ଜିଏସଟି ବିଭାଗ ରେଡ କରିଛି। ପଦ୍ମପୁର ସହରର ଥାନା ଛକସ୍ଥିିତ ମିନାକ୍ଷୀ ଜୁଏଲାରୀ ସୁନା ଗହଣା ବିକ୍ରି କରି ଟିକସ ଫାଙ୍କିଥିବା ତା ନାଁ ରେ ଅଭିଯୋଗ ହୋଇଥିଲା । ସିଟି ଓ ଜିଏସଟି ବିଭାଗର ବରଗଡ଼ ଓ ସମ୍ବଲପୁର ଦୁଇଟି ଟିମ୍ ପଦ୍ମପୁର ଥାନା ଛକ ସ୍ଥିତ ଦୋକାନ ଓ ଘରେ ଚଢାଉ କରିଛନ୍ତି । ଏବଂ ସମସ୍ତ କ୍ରୟ ବିକ୍ରୟ ରେଜିଷ୍ଟାର ଯାଞ୍ଚ କରିବା ସହ ସୂନା ଗହଣା ଆଦି ଯାଞ୍ଚ କରିଥିଲେ ବୋଲି ଜିଏସଟି ବିଭାଗ ବରଗଡ଼ ଅଧିକାରୀ ରଜନୀକାନ୍ତ ସେଠ ସୂଚନା ଦେଇଛନ୍ତି।
BREAKING NEWS
- ଦିଲ୍ଲୀରେ ଦିଲଜିତଙ୍କ କନସର୍ଟ କ୍ୟାନସଲ୍, ସୁରକ୍ଷା ଦୃଷ୍ଟିରୁ ପୋଲିସ ଦେଲାନି ଅନୁମତି
- ନାବାଳିକାଙ୍କ ପେଟରୁ ବାହାରିଲା ୨୦ କିଲୋ ଓଜନର ଟ୍ୟୁମର
- କଟକ ଷ୍ଟେସନରେ ପୂର୍ବତଟ ରେଳପଥର ‘ରେଳ ଜନ ସମ୍ବାଦ’: ଯାତ୍ରୀଙ୍କ ସମସ୍ୟା ଓ ସୁବିଧା ନେଇ ସିଧାସଳଖ ଆଲୋଚନା
- ସ୍କ୍ରବ୍ ଟାଇଫସ୍ରେ ୧୧ ବର୍ଷୀୟ ବାଳକଙ୍କ ମୃତ୍ୟୁ
- ନିୟମ ବାହାରେ ଔଷଧ ସେବନ, ୨ଟି ମ୍ୟାଚ୍ରୁ ବାହାରିଲେ ସିମର ସ୍କଟ୍
- Missing Girl:ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର;ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
- ନିଖୋଜ ପ୍ରେମୀ ଯୁଗଳଙ୍କ ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର
- ‘Protests Achieve Nothing’: ବିରୋଧୀଙ୍କୁ ଶାହାଙ୍କ ସମାଲୋଚନା
- Ranbir Kapoor Apologise: କାହିଁକି ଦଶହରା ମଞ୍ଚରେ ଭୁଲ୍ ମାଗିଲେ ରଣବୀର କପୂର?
- ଦୁର୍ଗା ପୂଜା ବିସର୍ଜନ ଦେଖିବାକୁ ଯାଇ ବୁଡ଼ିଗଲେ; ଜଣେ ମୃତ, ୨ ନିଖୋଜ

Comments are closed.