Latest Odisha News

BREAKING NEWS

Browsing Category

ବରଗଡ଼

Baragarh

ଖେଳୁଥିବା ବେଳେ ପିଠିରେ ପଶିଗଲା ଲୁହା ଛଡ଼

ବରଗଡ଼: ଖେଳୁଥିବା ସମୟରେ ଘଟିଲା ଅଘଟଣ । ନଅ ବର୍ଷର ଶିଶୁ ଦେହରେ ପଶିଗଲା ଲୁହା ଛଡ଼ । ଚିକିତ୍ସା ପାଇଁ ତୁରନ୍ତ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ସେଠାରେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ…

ବରଗଡରେ ଅଟୋଚାଳକଙ୍କୁ ହତ୍ୟା, ବ୍ୟକ୍ତିଗତ କହିଲେ ମୁଖ୍ୟ ନିର୍ବଚନୀ ଅଧିକାରୀ

ବରଗଡ: ବରଗଡରେ ଦିନ ଦ୍ବିପହରେ ହତ୍ୟା ଅଭିଯୋଗ । ଜଣେ ଅଟୋ ଚାଳକଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି ଦୁର୍ବୃତ୍ତ। ରକ୍ତାକ୍ତ ଅବସ୍ଥାରେ ଡାକ୍ତଖାନକୁ ନିଆଯାଇଥିଲେ ମଧ୍ୟ ମୃତ ଘୋଷଣା କଲେ ଡାକ୍ତର । ଏଭଳି କିଛି ବର୍ବର କାଣ୍ଡ ଘଟିଛି ବରଗଡ ସଦର ଥାନା ଅନ୍ତର୍ଭୁକ୍ତ ସରସରା…

ଆଜି ଓଡ଼ିଶାର ଲୋକ ଓଡ଼ିଆ ଭାଷା ବୁଝୁଥିବା ଜଣେ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି:ନଡ୍ଡା

ଭୁବନେଶ୍ବର: ପଦ୍ମପୁର ସଭାରେ ବିଜେପି ସଭାପତି ଜେପି ନଡ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ରାଜନୀତିର ପରିଭାଷା ବଖାଣୀବା ସହ ବିଜେଡି ସରକାରଙ୍କ ଉପରେ ଘୋର ବର୍ଷିଛନ୍ତି ।  ସେ କହିଛନ୍ତି ୨୦୧୪ ପୂର୍ବରୁ ଧାରଣା ଥିଲା ଭାରତରେ କିଛି ବଦଳିବନି । ୨୦୧୪ ପରେ ମୋଦି ପରିବର୍ତ୍ତନର ନୂଆ…

ପଦମପୁରକୁ ଜିଲ୍ଲା କରାଇ ଦେଉନାହାନ୍ତି ବିରୋଧି: ପାଣ୍ଡିଆନ

ପଦମପୁର: ପଦମପୁରକୁ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ରାଜ୍ୟ ସରକାର ମଧ୍ୟ ବିଜ୍ଞପ୍ତି ପ୍ରକାଶ କଲେ । ଏପରିକି ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ମଧ୍ୟ ଜାଗା ଚିହ୍ନଟ କରାଗଲା । କିନ୍ତୁ ଚକ୍ରାନ୍ତକାରୀ ଗୋଷ୍ଠୀ ତାକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପଦମପୁର…

ହୋଟେଲ ରୁମରୁ ଜବତ ହେଲା ୧୨ କେଜି ଗଞ୍ଜେଇ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ବରଗଡ: ବରଗଡ଼ ଟାଉନ ଥାନା ପୋଲିସକୁ ବଡ ସଫଳତା । ହୋଟେଲ ରୁମରୁ ଜବତ ହେଲା ୧୨ କେଜି ଗଞ୍ଜେଇ । ସେପଟେ ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ବରଗଡ ରେଲୱେ ଷ୍ଟେସନ ସମ୍ମୁଖରେ ଥିବା ବିଜୟ ହୋଟେଲର ରୁମ ନମ୍ବର ୧୦୩ ରେ ୨ ଜଣ ଯୁବକ ଗଞ୍ଜେଇ…

ଆସନ୍ତାକାଲି ବରଗଡ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର କରିବେ ଉଦଘାଟନ

ବରଗଡ: ବହୁ ଦିନର ଅପେକ୍ଷା ପରେ ପୁରଣ ହେବାକୁ ଯାଉଛି ବରଗଡବାସୀଙ୍କ ସ୍ଵପ୍ନ । ଆସନ୍ତାକାଲି ବରଗଡ ଗସ୍ତରେ ଯାଇ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ  କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଓ ନୃସିଂହନାଥ…

ବରଗଡରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ବିକ୍ରି ପାଇଁ ଡିଲ୍ ବେଳେ ଜଣଙ୍କୁ ଗିରଫ କଲା ଏସଟିଏଫ୍

ବରଗଡ: ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚୋରାଚାଲାଣକାରୀ । ଡିଲ୍ ଚାଲିଥିବା ବେଳେ ମାଡିବସିଲା ଏସଟିଏଫ । ବଜ୍ରକାପ୍ତା ଚାଲାଣକାରୀଙ୍କୁ ବରଗଡ଼ ବନବିଭାଗ ସହାୟତାରେ ଗିରଫ କଲା ଏସଟିଏଫ । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଆମ୍ବଭୋଣା-ଡୁଙ୍ଗୁରୀ ରାସ୍ତା ବୁଢିପାଲି ଛକ ନିକଟରେ ଡିଲ…

ଧନୁଯାତ୍ରା ୨୦୨୪: ଭଗବାନ ଶ୍ରୀକୃଷ୍ଣଙ୍କ ଯାମଳାର୍ଜୁନ ଭଞ୍ଜନ ଓ କାଳୀୟ ନାଗର ଦର୍ପ ଦଳନ

ବରଗଡ: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପଞ୍ଚମ ଦିନରେ ପହଞ୍ଚିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ତଥା ଅଲୌକିକ ଶକ୍ତି ଦିନକୁ ଦିନ ଗୋପପୁର ସମେତ ଆଖ ପାଖ ଅଞ୍ଚଳରେ ପ୍ରଚାରିତ ହେବାକୁ ଲାଗିଛି। ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିନରେ କୃଷ୍ଣ-ବଳରାମଙ୍କ ବାଲ୍ୟ ଲୀଳା ଅଭିନୀତ ହୋଇଥିଲା। କୃଷ୍ଣବଳରାମ…

ଧନୁଯାତ୍ରା ୨୦୨୪: ମୃତ୍ୟୁ ବରଣ କଲା ରାକ୍ଷସୀ ପୁତନା, ଆଜି ହେବ କାଳୀୟ ଦଳନ

ବରଗଡ଼: ବିଶ୍ୱର ସର୍ବ ବୃହତ ଖୋଲା ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ ଧନୁଯାତ୍ରା ଚତୁର୍ଥ ଦିନରେ ପହଞ୍ଚିଛି। ଚତୁର୍ଥ ଦିନରେ ଭଗବାନ ଶ୍ରୀକୃଷ୍ଣ, ବଳରାମଙ୍କ ହାତରେ କଂସଙ୍କ ପ୍ରେରିତ ପୁତନା ରାକ୍ଷସୀ ସମେତ ଷଡମଲ୍ଲଙ୍କ ସଂହାର ହୋଇଥିବା ବେଳେ ଗୋପପୁରରେ ଦେଖିବାକୁ ମିଳିଥିଲା ଉତ୍ସବର ମାହୋଲ।…

ଶ୍ରମିକଙ୍କ ଉପରେ ମାଡିଗଲା ବୋରୱେଲ ଗାଡି, ୪ ମୃତ

ବରଗଡ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶ୍ରମିକଙ୍କ ଉପରେ ମାଡିଗଲା ବୋରୱେଲ ଗାଡି । ଗାଡ଼ି ତଳେ ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ ଗାଡି । ଘଟଣାସ୍ଥଳରେ ଚାଲିଗଲା ୪ ଶ୍ରମିକଙ୍କ ମୃତ ଦେହ । ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…