କୋରାପୁଟ:ଖୋଲିବ ଶୈବପୀଠ ଗୁପ୍ତେଶ୍ୱର । ସେପ୍ଟେମ୍ବର ୧ ରୁ ଖୋଲିବ କୋରାପୁଟ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର।ଭକ୍ତ ମାନଙ୍କୁ ଦର୍ଶନ ଦେବେ ବାବା । କୋଭିଡ୍ କଟକଣା ପାଇଁ ଦୀର୍ଘ ଦିନ ଧରି ବନ୍ଦ ଥିଲା । ହେଲେ ଏବେ ପୁଣି ଭଗବାନଙ୍କ ଦର୍ଶନ ପାଇବେ ଭକ୍ତମାନେ । କୋଭିଡ୍ କଟକଣା ଅନୁଯାଇ ମନ୍ଦିରରେ ଭୋଗ ,ଫୁଲ ଓ ପ୍ରସାଦକୁ ବାରଣ କରାଯାଇଛି। ଶ୍ରଦ୍ଧାଳୁ ମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏବଂ ଗର୍ଭ ଗୃହରେ ଏକା ଥରକେ ୭ ଜଣରୁ ଅଧିକ ଶ୍ରଦ୍ଧାଳୁ ରହିପାରିବେ ନାହିଁ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
BREAKING NEWS
- ଏସିଆ କପ ୨୦୨୭: ଚୂଡାନ୍ତ ହେଲା ସମସ୍ତ ଟିମ
- ଅନଲାଇନ୍ ପେମେଣ୍ଟ କଲେ ମିଳିବ ଆଶ୍ୱସ୍ତି, ଘରେ କ୍ୟାସ୍ ଦେଲେ ଜୋମାଟୋ ନେବ ୫ ରୁ ୨୦ ଟଙ୍କା ଅତିରିକ୍ତ ଦେୟ
- ସୁପରହୀରୋ ହେବେ ଅମୀର
- ଓଡ଼ିଶାରେ ପୁଣି ଫେରିବ ଲଗାଣ ବର୍ଷା: ଦୁଇ ଦିନ ଘଡ଼ଘଡ଼ି ଆଲର୍ଟ, ୧୫ରୁ ପ୍ରବଳ ବର୍ଷିବ
- ଜଘନ୍ୟ ହତ୍ୟାକାଣ୍ଡ,୩ ଝିଅ ସହ ସ୍ତ୍ରୀଙ୍କୁ ପଥରରେ ଛେଚିଲା ସ୍ୱାମୀ
- ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା: ଅନ୍ତର୍ଜାତୀୟ ମଞ୍ଚରେ ଭାରତର ବଡ଼ କୂଟନୈତିକ ବିଜୟ
- ଛାତ ଉପରେ ସୌର ପ୍ରକଳ୍ପ: ରକ୍ଷଣାବେକ୍ଷଣ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୁଏ, ଜାଣନ୍ତୁ ବିଶେଷଜ୍ଞଙ୍କ ମତ
- ମା’ଙ୍କ ପାଖରେ ଆମିଷ ପ୍ରସାଦ: କାଳୀଘାଟରୁ କାମାଖ୍ୟା, ଜାଣନ୍ତୁ ଭାରତର କେଉଁ ପ୍ରସିଦ୍ଧ ମନ୍ଦିରରେ ଲାଗି ହୁଏ ଆମିଷ ଭୋଗ
- ଷ୍ଟିଲ୍ ବାସନ ଧୋଇବା ପରେ ଧଳା ଦାଗ ରହିଯାଉଛି କି? ଜାଣନ୍ତୁ ଏହା ପଛର କାରଣ ଓ ସହଜ ସମାଧାନ
- ଟିକଟ ବିକ୍ରି କରି ଯାତ୍ରା କଲାନି ତୁଳସୀ ଗଣନାଟ୍ୟ;ଦର୍ଶକ ହଟହଟା

Comments are closed.