କେରଳ: କରୋନା ଭୂତାଣୁ ଭୟ ସାରା ବିଶ୍ୱକୁ ଘାରିଛି । ଏହାରି ଭିତରେ କରୋନାକୁ ନେଇ କେରଳ ପୋଲିସ ଲୋକଙ୍କୁ ଅଭିନବ ଢ଼ଙ୍ଗରେ ସଚେତନତା ବାର୍ତା ଦେଇଛି । କେରଳ ପୋଲିସ ପକ୍ଷରୁ ଏକ ହ୍ୟାଣ୍ଡ ୱାସିଂ ଡ୍ୟାନ୍ସ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି ।
ଏହି ଭିଡିଓରେ ୬ ଜଣ ପୋଲିସ କର୍ମଚାରୀ ମୁହଁରେ ମାସ୍କ ପିନ୍ଧି ଡ୍ୟନ୍ସ କରି କିଭଳି ନିଜ ହାତକୁ ସଫା ରଖିପାରିବେ ସେ ନେଇ ବାର୍ତ୍ତା ଦେଉଛନ୍ତି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । ଏହାକୁ ୮ଲକ୍ଷରୁ ଅଧିକ ଲୋକେ ଦେଖି ସାରିଲେଣି । ପ୍ରାୟ ୨୯ ହଜାର ଲାଇକ ମିଳିଥିବା ବେଳେ ଏହି ଭିଡିଓକୁ ୨ ହଜାରରୁ ଅଧିକ କମେଂଟ ମିଳିଛି ।
BREAKING NEWS
- Ajit Pawar death: ଅଜିତ ପାୱାରଙ୍କ ମୃତ୍ୟୁର ତଦନ୍ତ ସୁପ୍ରିମକୋର୍ଟଙ୍କ ତଦାରଖରେ ହେଉ: ମମତା
- Russian Drone Strike On Ukraine: ୟୁକ୍ରେନର ଯାତ୍ରୀବାହୀ ଟ୍ରେନ ଉପରେ ରୁଷିଆର ଆକ୍ରମଣ, ୫ ଜଣଙ୍କ ମୃତ୍ୟୁ…
- Blood Pressure: ମିଠା ଖାଇଲେ ବଢିଯାଏ କି ରକ୍ତଚାପ?, କାହିଁକି ବିପି କମିଗଲେ ସଙ୍ଗେ ସଙ୍ଗେ ଚିନି ଖାଆନ୍ତି ଲୋକେ?
- ବାଣ ଫୁଟି ପୁଣି ଗଲା ଜଣଙ୍କ ଜୀବନ
- ଓଜେଇଇ ୨୦୨୬ ପାଇଁ ପଞ୍ଜୀକରଣ ଆରମ୍ଭ
- ୬ ବର୍ଷ ତଳେ କିଛି ଏପରି କରି ରାଜନୀତିର କେନ୍ଦ୍ରରେ ଥିଲେ ପାୱାର, ମହାରାଷ୍ଟ୍ରରେ ବିଜେପିକୁ ଏମିତି ଉପହାର ଦେଇଥିଲେ…
- ଅଜିତ ପାୱାରଙ୍କ ନିଧନ; ମହାରାଷ୍ଟ୍ରରେ ୩ ଦିନିଆ ଶୋକ ଘୋଷଣା
- ପାକିସ୍ତାନୀ ସେନା ଉପରେ ଆକ୍ରମଣ; ୧୨ଜଣଙ୍କ ମୃତ୍ୟୁ
- ବିମାନ ଇତିହାସରେ ଏହି ୧୩ ଦୁର୍ଘଟଣା…ବିଶ୍ଵ ବିମାନ ଚଳାଚଳକୁ ଦେଇଥିଲା ନୂଆ ଦିଗ…
- Bomb Threat: ଗୁରୁଗ୍ରାମର ଏକାଧିକ ସ୍କୁଲକୁ ବୋମା ଧମକ, ହାଇ ଆଲର୍ଟରେ ପୋଲିସ-ପ୍ରଶାସନ
Comments are closed.