Latest Odisha News

BREAKING NEWS

ରାଜ୍ୟରେ ଜୁନ୍ ୭ ଯାଏଁ ବଢିଲା ଲକଡାଉନ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଜୁନ୍ ୭ ଯାଏଁ ଲକଡାଉନ ବୃଦ୍ଧି କରିବାକୁ ହରିୟାଣା ସରକାର ନିଷ୍ପତ୍ତି ନେଇଛନ୍ତି।

ଏହି ଅବଧି ମଧ୍ୟରେ ଦୋକାନ ସବୁ ସକାଳ ୯ ଟାରୁ ୩ ଟା ଯାଏଁ ଖୋଲା ରହିବ। ହେଲେ ଦୋକାନୀମାନେ ଅଡ-ଇଭେନ୍ ଫର୍ମୁଲା ଆପଣାଇବେ ବୋଲି ସୂଚନା ମିଳିଛି।

ତେବେ ଜୁନ୍ ୧୫ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ଏବଂ ରାତି ୧୦ ଟାରୁ ସକାଳ ୫ ଟା ଯାଏଁ କର୍ଫ୍ୟୁ ଜାରି ରହିବ ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି।

Leave A Reply

Your email address will not be published.