Latest Odisha News
Browsing Tag

Lockdown

ଚୀନରେ ବିକ୍ଷୋଭ ଶୋଭାଯାତ୍ରା; ପ୍ରଥମ ଥର ପାଇଁ ଜିନ୍ ପିଙ୍ଗଙ୍କ ବିରୋଧରେ ଗର୍ଜିଲେ ଜନତା

ବେଜିଂ: ଚୀନରେ ତେଜିଲା କମ୍ୟୁନିଷ୍ଟ ବିରୋଧୀ ସ୍ୱର । ସରକାରଙ୍କ ବିରୋରଧରେ ରାସ୍ତାକୁ ଓହ୍ଲାଇଲେ ଶହଶହ ଯୁବକଯୁବତୀ । ରାଷ୍ଟ୍ରପତି ଜିନ୍ ପିଙ୍ଗ ବିରୋଧର ନାରାବାଜିରେ କମ୍ପିଲା ସାଂଘାଇ, ବେଜିଂ ଏବଂ ଉହାନ । ଲକ ଡାଉନ ବନ୍ଦ କର, ଚୀନରେ କମ୍ୟୁନିଷ୍ଟ ପାର୍ଟିର ଅନ୍ତ କର-ଏମିିତି ଦାବି ନେଇ…

ଚୀନର ‘ଫକ୍ସକନ୍ ଆଇଫୋନ ସିଟି’ରେ ଲକଡାଉନ୍

ବେଜିଂ : ଚୀନରେ ପୁଣି ଲକଡାଉନ । ଝେଙ୍ଗଝୁସ୍ଥିତ ଫକ୍ସକନ୍ ଟେକ୍ନୋଲଜି ଗ୍ରୁପର ମୁଖ୍ୟ କାରଖାନା ଆଖପାଖରେ ଲକଡାଉନ ଜାରି କରିଛି ସ୍ଥାନୀୟ ପ୍ରଶାସନ । ଯାହା ‘ଫକ୍ସକନ ଆଇଫୋନ ସିଟି’ ପ୍ଲାଣ୍ଟ ନାମରେ ପରିଚିତ । ଏହି କାରଖାନାଟି ବିଶ୍ୱର ସର୍ବବୃହତ୍ ଆଇଫୋନ୍ ଫ୍ୟାକ୍ଟ୍ରି । ନଭେମ୍ୱର ୯ ତାରିଖ…

ମାସ୍କ ପିନ୍ଧିଲେ ହବନି ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ରବିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କୋଭିଡ-୧୯ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଲାଗୁ କରିବାରେ ସରକାରଙ୍କର କୌଣସି ଯୋଜନା ନାହିଁ। କେଜ୍ରିୱାଲ କହିଛନ୍ତି ଯେ, "ଆମେ ଲକଡାଉନ୍ ଲଗାଇବାକୁ ଚାହୁଁ ନାହୁଁ, ଯଦି ଆପଣ ମାସ୍କ…

ମୁମ୍ବାଇକୁ ପୁଣି ଫେରିବ ଲକ୍‌ଡାଉନ୍‌?

ମୁମ୍ବାଇ: ମୁମ୍ବାଇରେ ଦୈନିକ କରୋନା ମାମଲା ପ୍ରାୟ ୨୦ ହଜାର ପାଖାପାଖି ରହୁଛି। ଏଭଳି ପରିସ୍ଥିତିରେ ଦେଶର ଆର୍ଥିକ ରାଜଧାନୀରେ ଲକ୍‌ଡାଉନ୍‌ ପକାଯିବା ନେଇ ଆଶଙ୍କା କରାଯାଉଛି। ସହରର ମେୟର କହିଛନ୍ତି ଯେ ଯଦି ସହରର ଦୈନନ୍ଦିନ ମାମଲା ୨୦ ହଜାର ଟପିବ , ତେବେ ଆମେ ଲକ୍‌ଡାଉନ୍‌କୁ ଉପରେ…

ରାଜଧାନୀରେ ଏବେ ଲକ୍‌ଡାଉନ୍‌ର ଆବଶ୍ୟକତା ନାହିଁ; ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ-୧୯ ମାମଲା ବଢିବା ସହ ଦିଲ୍ଲୀରେ ଲକ୍‌ଡାଉନ୍‌ ଲାଗୁ କରିବା ନେଇ ବର୍ତ୍ତମାନ କୌଣସି ଯୋଜନା ନଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଗଣମାଧ୍ୟମକୁ ସମ୍ବୋଧିତ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ରାଜଧାନୀ ବାସିନ୍ଦା…

ରାଜଧାନୀକୁ ପୁଣି ଫେରିବ ଲକ୍‌ଡାଉନ୍‌!

ନୂଆଦିଲ୍ଲୀ: ସମଗ୍ର  ବିଶ୍ବରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି। ଦେଶରେ ମଧ୍ୟ ଏହାର ପ୍ରକୋପ ଦେଖିବାକୁ ମିଳିଲାଣି। ରାଜଧାନୀ ଦିଲ୍ଲୀରେ ରେକର୍ଡ ସଂଖ୍ୟାରେ ବାହାରୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା…

ଟିକା ନେଇନଥିବା ଲୋକଙ୍କ ପାଇଁ ଲାଗୁ ହେବ ଲକ୍‌ଡାଉନ

ନୂଆଦିଲ୍ଲୀ: ଏଯାଏ କରୋନା ଟିକା ନେଇନଥିବା ଲୋକଙ୍କ ଉପରେ ଲାଗୁ ହେବ ଲକ୍‌ଡାଉନ୍‌। ଏମିତି ଏକ ନୂଆ ନିୟମ ଲାଗୁ ହୋଇଛି ଅଷ୍ଟ୍ରିଆରେ। ଯେଉଁମାନେ କରୋନା ଟିକା ନେଇନାହାନ୍ତି ସେମାନଙ୍କ ପାଇଁ ଲକ୍‌ଡାଉନ୍‌ ଲାଗୁ କରାଯିବ। ଶୀତଋତୁର ଆଗମନ ଯୋଗୁ ୟୁରୋପରେ ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି।…

କୋଲକାତାରେ ବଢୁଛି ସଂକ୍ରମଣ, ସୋନାରପୁର ପୌରାଞ୍ଚଳରେ ଲାଗୁ ହେଲା ୩ ଦିନିଆ ଲକଡାଉନ୍

ପଶ୍ଚିମବଙ୍ଗ : ଦୁର୍ଗାପୂଜା ପରେ କୋଲକାତାରେ ବଢୁଛି ସଂକ୍ରମଣ । ପ୍ରତିଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ବଢୁଥିବା ବେଳେ, ଏବେ ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ । କରୋନା ସଂକ୍ରମଣ ବୃଦ୍ଧି ପରେ ସୋନାରପୁର ପୌରାଞ୍ଚଳକୁ ୩ ଦିନ ପାଇଁ ଲକଡାଉନ୍ ଘୋଷଣା…

ମହାରାଷ୍ଟ୍ରରେ ପୁଣି ଫେରିବ ଲକ୍‌ଡାଉନ!

ମୁମ୍ବାଇ: କରୋନା ଭୂତାଣୁରେ ସାମାନ୍ୟ ଆଶ୍ବସ୍ତି ମିଳିବା ପରେ ଏବେ ତୃତୀୟ ତରଙ୍ଗକୁ ନେଇ ଭୟ ବଢିଥିବା ଦେଖିବାକୁ ମିଳିଛି। ପୁଣି ମହାରାଷ୍ଟ୍ରରେ କରୋନା ପ୍ରତିବନ୍ଧକ ଫେରିପାରେ ବୋଲି ମହାରାଷ୍ଟ୍ର ସରକାର ବିଚାର କରୁଛନ୍ତି। ରାଜ୍ୟରେ ତୃତୀୟ ତରଙ୍ଗର ଆଗମନ ହେବାର ସମ୍ଭାବନାକୁ ନେଇ ସରକାର…

ଅଗଷ୍ଟ ୧୫ ଯାଏ ଏହି ରାଜ୍ୟରେ ବଢିଲା ଲକ୍‌ଡାଉନ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ବଢିଲା ଲକ୍‌ଡାଉନ୍‌। ଅଗଷ୍ଟ ୧୫ ଯାଏ ରାଜ୍ୟରେ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଏହି ପ୍ରତିବନ୍ଧକ ଜୁଲାଇ ୩୦ ଯାଏ ଲାଗୁ ହୋଇଥିଲା। ରାଜ୍ୟରେ କ‌ୋଭିଡ୍‌ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି…