ଭୁବନେଶ୍ବର: ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଅଧମୁଣ୍ଡା ହାଇସ୍କୁଲ ପ୍ରଧାନଶିକ୍ଷକ ଅଗସ୍ତି ସାହୁ । ସ୍କୁଲର ଉନ୍ନତିକରଣ କାମ ପାଇଁ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ୨୨ ଲକ୍ଷ ୫୩ ହଜାର ଟଙ୍କାର ବିଲ ପାସ ପାଇଁ ମାଗୁଥିଲେ ଲାଞ୍ଚ। ଲାଞ୍ଚ ଟଙ୍କା ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ ।ଲାଞ୍ଚ ଟଙ୍କା ଜବତ କରି ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି । ଏଥିସହ ଗୋଟିଏ ସ୍ଥାନରେ ଚଢାଉ ଚାଲିଛି ।
BREAKING NEWS
- ଈଶାନ କିଶାନ ଖେଳିବା ନେଇ ସୂଚନା ଦେଲେ ସୂର୍ଯ୍ୟକୁମାର
- AIIMS New Delhi: ୧୩ ମାସରେ ହଜାରରୁ ଅଧିକ ରୋବୋଟିକ୍ ଅସ୍ତ୍ରୋପଚାର…ଦିଲ୍ଲୀ AIIMSର ଇତିହାସ ସୃଷ୍ଟି
- ଟ୍ରମ୍ପ ଆମେରିକାର ସବୁଠୁ ବଡ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି; କାହିଁକି ଏଭଳି କହିଲେ ବ୍ରିଟିଶ ସାଂସଦ
- ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟିକଙ୍କ କାର୍ଯ୍ୟକ୍ରମ ବାତିଲ; ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲା ବିଜେଡି
- ଲଭ ଆଣ୍ଡ ୱାର: ଲିକ ହେଲା ରଣବୀର-ଆଲିଆଙ୍କ ଲୁକ
- ରାଉରକେଲା ବିମାନ ଦୁର୍ଘଟଣା; ସୁସ୍ଥ ହୋଇ ଘରକୁ ଫେରିଲେ ପାଇଲଟ
- Jatra actor piyush: କୋର୍ଟ ଦେଲେ ଅନୁମତି, ପୁଣି ମଞ୍ଚରେ ଦମ ଦେଖାଇବେ ପୀୟୂଷ
- ସାବରିମାଳା ମନ୍ଦିର ସୁନା ଚୋରି ମାମଲା; ୨୧ ସ୍ଥାନରେ ଇଡି ରେଡ୍
- ରାଜଧାନୀରେ ଚାଞ୍ଚଲ୍ୟ, ପାର୍କିଂ ପାଇଁ ମନା କରିବାରୁ ନିର୍ଦ୍ଧୁମ ପିଟିଲେ
- Khandagiri Jatra: ଖଣ୍ଡଗିରି ଯାତ୍ରାରେ ଅଶ୍ଳିଳତା ପ୍ରଦର୍ଶନ କଲେ ବାତିଲ ହେବ ଏନଓସି…
Comments are closed.