ଭୁବନେଶ୍ବର: ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଅଧମୁଣ୍ଡା ହାଇସ୍କୁଲ ପ୍ରଧାନଶିକ୍ଷକ ଅଗସ୍ତି ସାହୁ । ସ୍କୁଲର ଉନ୍ନତିକରଣ କାମ ପାଇଁ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ୨୨ ଲକ୍ଷ ୫୩ ହଜାର ଟଙ୍କାର ବିଲ ପାସ ପାଇଁ ମାଗୁଥିଲେ ଲାଞ୍ଚ। ଲାଞ୍ଚ ଟଙ୍କା ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ ।ଲାଞ୍ଚ ଟଙ୍କା ଜବତ କରି ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି । ଏଥିସହ ଗୋଟିଏ ସ୍ଥାନରେ ଚଢାଉ ଚାଲିଛି ।
BREAKING NEWS
- ଆଜି ନିଯୁକ୍ତି ପାଇବେ ୧୬ ହଜାର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ
- ବଡ଼ଧରଣର ଏନକାଉଣ୍ଟର: ୩୬ ମାଓବାଦୀ ନିହତ
- ନବରାତ୍ରୀ ୨୦୨୪: ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ରୂପରେ ଦର୍ଶନ ଦେଉଛନ୍ତି ମା’
- ପ୍ରାଥମିକ ସ୍କୁଲର ୬୬୦ଜଣ ସ୍କୁଲ ଶିକ୍ଷକଙ୍କୁ ଏକକାଳୀନ ବଦଳି
- ମଙ୍କିପକ୍ସ ଟେଷ୍ଟିଂ କିଟ୍କୁ ଡବ୍ଲ୍ୟୁଏଚ୍ଓ ମଞ୍ଜୁରୀ
- ଏଫଆଇଜି ବିଶ୍ୱ ଚ୍ୟାଲେଞ୍ଜ କପ: ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସରେ ଅଂଶଗ୍ରହଣ କରିବେ ରାକେଶ
- ଓଡ଼ିଶା କନଷ୍ଟେବଳ ନିଯୁକ୍ତି ମାମଲା: ବୟସ ସୀମା ପ୍ରସଙ୍ଗରେ ବଡ଼ ରାୟ ଦେଲେ ହାଇକୋର୍ଟ
- ପାକିସ୍ତାନ କ୍ରିକେଟରେ ଆର୍ଥୀକ ସଙ୍କଟ: ଖେଳାଳିଙ୍କୁ ମିଳୁନି ଦରମା
- ରାହୁଲ ଗାନ୍ଧୀଙ୍କୁ ପୁନେ କୋର୍ଟର ସମନ
- ଓଡ଼ିଶାରେ ଅନୁଷ୍ଠିତ ହେବ ହକି ଇଣ୍ଡିଆ ଲିଗ୍
Comments are closed.