Latest Odisha News

ଆସନ୍ତୁ ଜାଣିବା କେଉଁଠାରେ ଭକ୍ତ ପ୍ରତି ବିପଦ ଆସିଲେ ଭୈରବ ବାବାଙ୍କ ମୂର୍ତିରୁ ଲୁହ ଝରେ

କାଙ୍ଗଡା: ହିମାଚଳ ପ୍ରଦେଶର କାଙ୍ଗାଡାରେ ଥିବା ବ୍ରଜେଶ୍ୱରୀ ଦେବୀ ମନ୍ଦିର ରହସ୍ୟରେ ଭରପୂର । କିମ୍ବଦନ୍ତୀ ଅନୁସାରେ ଏହି ମନ୍ଦିରକୁ ପାଣ୍ଡବମାନେ ନିର୍ମାଣ କରିଥିଲେ । ୫୧ ଶକ୍ତୀପୀଠରେ ଏହି ମନ୍ଦିର ଗଣତି ହୋଇଥାଏ । ମୋଗଲ ଶାସନ କାଳରେ ଏହି ମନ୍ଦିରକୁ ବାରମ୍ବାର ଲୁଣ୍ଠନ କରାଯାଇଥିଲା । ତେବେ ଏ ସବୁ ସତ୍ୱେ ଭକ୍ତଙ୍କ ମନୋସ୍କାମନା ଏହି ମନ୍ଦିରରେ ପୂରଣ ହୋଇଥାଏ । ସେଥିପାଇଁ ସର୍ବଦା ଏଠାରେ ଗହଳି ଲାଗି ରହିଥାଏ ।

BjdElectrycity

ମନ୍ଦିରର ଆଲୌକିକ ଘଟଣା ମଧ୍ୟରେ ଯଦି ଆଖ ପାଖ ଅଂଚଳରେ କୌଣସି ବିପତି ଆସେ ତାହାହେଲେ ଭୈରବ ବାବାଙ୍କ ମୂର୍ତିର ଆଖିରୁ ମନକୁ ମନ ଲୁହ ଝରିଥାଏ । ଭକ୍ତମାନେ ଏହା ପରେ ମାଆଙ୍କ ଶରଣରେ ପଡି ରହିଥାନ୍ତି ।

Leave A Reply

Your email address will not be published.