Latest Odisha News

ଲଦାଖର ରହସ୍ୟମୟ ମ୍ୟାଗ୍ନେଟିକ ହିଲ

ଲଦାଖ: ଜମ୍ମୁ-କଶ୍ମୀରର ଲଦାଖ ଏବହ ଲେହ ଅଂଚଳ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୂର । ଏହି ଅଂଚଳରେ ଥିବା କରାମତି ପାହଡ ଶୃଙ୍କଳରେରେ ଏପରି ଏକ ସ୍ଥାନ ଅଛି ଯାହାକୁ ମ୍ୟାଗ୍ନେଟିକ ହିଲ କୁହାଯାଏ । ଏହି ଅଂଚଳରେ ତୀବ୍ର ଚୁମ୍ବକୀୟ କ୍ଷେତ୍ରର ଅନୂଭୁତି ପରିଲକ୍ଷିତ ହୁଏ । ଗଡାଣିଆ ସ୍ଥାନରେ ପ୍ରାୟତଃ ଗାଡିଗୁଡିକୁ ଗିୟର ପକାଇ ରଖାଯାଇଥାଏ ।

ମାତ୍ର ଏଠାରେ ନ୍ୟୁଟ୍ରାଲରେ ରଖାଗଲେ ମଧ୍ୟ ଗାଡି ଗଡାଣିଆ ସ୍ଥାନରେ ବି ତଳକୁ ଗଡେ ନାହିଁ । ଏହା ଉପର ଦେଇ ବିମାନ ଗଲା ବେଳେ ସାମାନ୍ୟ ଭାବେ ହଲିଥାଏ । ସେଥିପାଇଁ ପାଇଲଟ ଏହି ଅଂଚଳ ଦେଇ ଗଲା ବେଳେ ବିମାନର ଗତ ବଢ଼ାଇ ଦେଇଥାଏ । ଯାହା ଫଳରେ କମ୍ ସମୟ ମଧ୍ୟରେ ଚୁମ୍ବକୀୟ କ୍ଷେତ୍ରରୁ ବାହାରି ଯାଇ ପାରିବ ।

Leave A Reply

Your email address will not be published.