Latest Odisha News

BREAKING NEWS

ହ୍ଵାଟସଆପରେ କିପରି ପଠାଇବେ କ୍ରିସମାସ ଷ୍ଟିକର, ଜାଣନ୍ତୁ

ଭୁବନେଶ୍ୱର: କ୍ରିସମାସ ଅବସରରେ ହ୍ଵାଟ୍ସଆପରେ ବନ୍ଧୁମାନେ ନାନା ରକମର କ୍ରିସମାସ ଷ୍ଟିକର ପଠାଉଥିବା ଦେଖିଥିବେ । ତେବେ ଆପଣ ମଧ୍ୟ ଏହିଭଳି ଷ୍ଟିକର କିପରି ନିଜ ପ୍ରିୟଜନଙ୍କ ନିକଟକୁ ପଠାଇବେ ଜାଣନ୍ତୁ..

୧. ପ୍ରଥମେ ନିଜ ଫୋନର ଗୁଗୁଲ ପ୍ଲେ ଷ୍ଟୋରକୁ ଖୋଲନ୍ତୁ । ସେଠାରେ ସର୍ଚ୍ଚ କରନ୍ତୁ କ୍ରିସମାସ ହ୍ଵାଟସଆପ ଷ୍ଟିକର ପ୍ୟାକେଜ ।

୨. ଏହାପରେ ରିଭ୍ୟୁ ଓ ରେଟିଙ୍ଗ ଦେଖି ଏକ ଭଲ କ୍ରିସମାସ ହ୍ଵାଟସଆପ ଷ୍ଟିକର ଡାଉନଲୋଡ କରନ୍ତୁ ।

୩.ଏହାକୁ ଡାଉନଲୋଡ କାରିବା ପରେ । ଏହାକୁ ଓପେନ କରି ‘ଆଡ଼ ଟୁ ହ୍ଵାଟସ ଆପ’ ଉପରେ କ୍ଲିକ କରନ୍ତୁ ।

୪.ବର୍ତ୍ତମାନ ହ୍ଵାଟ୍ସଆପର ଚାଟ୍ ବକ୍ସ ଖୋଲନ୍ତୁ । ଏହାପରେ ଇମୋଜି ବା ଷ୍ଟିକର ଆଇକନ ଉପରେ କ୍ଲିକ କରନ୍ତୁ । ଏବଂ ନିଜ ପସନ୍ଦର ଷ୍ଟିକର ଚୟନ କରି ପ୍ରିୟଜନଙ୍କୁ ପଠାଇ ଦିଅନ୍ତୁ ।

Leave A Reply

Your email address will not be published.