ଆବରନେଟ: ୱେଲ୍ସର ଗୁପ୍ତ ରେଲୱେ ସୁଡଙ୍ଗ ଆବରନେଟ ପୁନର୍ବାର ଖୋଲାଯିବା ନେଇ ଆଲୋଚନା ଚାଲିଛି । ଏହି ସୁଡଙ୍ଗରେ ୧୯୬୨ରେ ଟ୍ରେନ ଚଳାଚଳ ହେଉଥିଲା । ଟ୍ରେନ ଚଳାଚଳ ବନ୍ଦ ହେବା ସହ ଏହି ସୁଡଙ୍ଗରେ ଚଳପ୍ରଚଳ ବନ୍ଦ ହୋଇଗଲା । ଧିରେ ଧିରେ ଏହା ଏକ ନିର୍ଜନ ଓ ଭୟଙ୍କର ସ୍ଥାନରେ ପରିଣତ ହୋଇଗଲା । ସରକାର ଶେଷର ଏହା ରାସ୍ତାକୁ ବନ୍ଦ କରି ଦେଇଥିଲେ ।
୫୮ ବର୍ଷ ପରେ ଏହି ଟନେଲକୁ ସାଇକେଲ ଚଳାଚଳ ପାଇଁ ଖୋଲାଯିବା ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ ହୋଇଛି । ସ୍ଥାନୀୟ ଜନସାଧାରଣ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ଯଦି ଏହା କାର୍ଯ୍ୟକାରୀ ହୁଏ ତାହାହେଲେ ୟୁରୋପର ସବୁଠାରୁ ଲମ୍ବା ସୁଡଙ୍ଗର ମାନ୍ୟତା ପାଇବ । ମେରାଥିର ଟାଇଡଫିଲ ଓ ଏଭରଡେୟରକୁ ଏହି ସୁଡଙ୍ଗ ସଂଯୋଗ କରୁଛି ।
BREAKING NEWS
- ବନ୍ୟା ଆଶଙ୍କା: ବାଲେଶ୍ୱରରେ ବଢ଼ିବ ଜଳସ୍ତର, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ
- ଦାରା ସିଂହଙ୍କ ଆଗୁଆ ଖଲାସ ଆବେଦନ: ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ
- ରାଜଧାନୀରେ ଓଲା-ଉବେର ଡ୍ରାଇଭରଙ୍କ ଆନ୍ଦୋଳନ ଉଗ୍ର: ୧୪ ‘ଆମ ବସ୍’ ଭଙ୍ଗାରୁଜା, ୫୦ ଗିରଫ
- SCB Mega Expansion Project:ଜାନୁଆରୀରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ SCB ନୂଆ ବିଲ୍ଡିଂ;ଆଉ ଏକ ମେଡିସିନ୍ ବ୍ଲକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ରାଜ୍ୟରେ ବନ୍ୟା ଓ ପ୍ରବଳ ବର୍ଷା: ଭୋଟର ତାଲିକା ସଂଶୋଧନ ଅବଧି ଆଉ ୩୦ ଦିନ ବଢ଼ାଇବାକୁ ବିଜେଡିର ଦାବି
- ଗୋବିନ୍ଦା-ସୁନୀତାଙ୍କ ବିବାଦରେ ନୂଆ ମୋଡ଼: ସ୍ୱାମୀଙ୍କ ବିରୋଧରେ କରିଥିବା ଛାଡ଼ପତ୍ର ମାମଲା ପ୍ରତ୍ୟାହାର କଲେ ପତ୍ନୀ
- ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରକୁ ଆମେରିକାର ସ୍ୱୀକୃତି, ଚୀନ-ପାକିସ୍ତାନକୁ ଶକ୍ତ ଝଟକା
- ମାନବ ସୁଥାର: ଭାରତୀୟ କ୍ରିକେଟ୍ର ନୂଆ ସ୍ପିନ୍ ତାରକା
- ଏଣିକି ଏସବିଆଇରୁ ୪ ଥରରୁ ଅଧିକ ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ଚାର୍ଜ, ଜାଣନ୍ତୁ ନୂଆ ନିୟମ
- ଜାଡେଜାଙ୍କ ନୋ-ବଲ୍ରୁ ଆରମ୍ଭ କରି କ୍ରିକେଟ୍ ଇତିହାସର ରୋଚକ ରେକର୍ଡ !

Comments are closed.