Latest Odisha News

BREAKING NEWS

ଅଧିକ ପଜିଟିଭିଟି ହାର ଥିବା ରାଜ୍ୟମାନଙ୍କରେ ଲକ୍‌ଡାଉନ ହେବା ଉଚିତ; ଆଇସିଏମ୍‌ଆର ମୁଖ୍ୟ

ନୂଆଦିଲ୍ଲୀ: ଅଧିକ ପଜିଟିଭିଟି ହାର ଥିବା ସମସ୍ତ ରାଜ୍ୟମାନଙ୍କରେ ଲକ୍‌ଡାଉନ ଲାଗୁ ହେବା ଉଚିତ। ଏ ନେଇ ଆଇସିଏମ୍‌ଆରର ମୁଖ୍ୟ ଡା. ବଳରାମ ଭାର୍ଗଭ କହିଛନ୍ତି।

ବହୁ ସଂଖ୍ୟକ ସଂକ୍ରମଣ ରିପୋର୍ଟ ଆସୁଥିବା ଜିଲ୍ଲାଗୁଡିକରେ ଏହି ଭୂତାଣୁ ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ଆଉ ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରହିବା ଉଚିତ ବୋଲି ସେ କହିଛନ୍ତି।

କୋଭିଡ୍‌-୧୯ ଉପରେ ଜାତୀୟ ଟାସ୍କ ଫୋର୍ସ ଏପ୍ରିଲ୍ ୧୫ରେ ଏକ ବୈଠକ ୧୦ ପ୍ରତିଶତ ପଜିଟିଭିଟି ହାର କିମ୍ବା ତା’ଠାରୁ ଅଧିକ ଥିବା ଅଞ୍ଚଳଗୁଡିକୁ ଲକ୍‌ଡାଉନ୍ କରିବାକୁ ସରକାରଙ୍କୁ ସୁପାରିଶ କରିଥିଲା ​​ବୋଲି ସେ କହିଛନ୍ତି।

Comments are closed.